ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଝିଅ, ପୁଅ, ସମୁଦି ଘରେ ଇଡିର ଚଢ଼ାଉ
ନୂଆ ଦିଲ୍ଲୀ : ଇଡି ସସ୍କାନରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ । ଶୁକ୍ରବାର ଲାଲୁଙ୍କ ଝିଅ, ସମୁଦି ଓ ପୁଅ ଘରେ ଘନ ଘନ ଚଢ଼ାଉ କରିଛି ଇଡି । ଚାକିରି ବଦଳରେ ଜମି ଘୋଟାଲା ମାମଲାରେ ଶୁକ୍ରବାର ଦିଲ୍ଲୀରୁ ବିହାର ଯାଏଁ ପ୍ରାୟ ୨୦ଟି ସ୍ଥାନରେ ରେଡ୍ କିରିଛି ଇଡି। ଏବଂ ଲାଲୁ ପ୍ରସାଦ…
Read More...
Read More...