ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ରର ସହଯୋଗ ଓ ସମର୍ଥନ ନିହାତି ଆବଶ୍ୟକ: ଦଳୀୟ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: ଦଳୀୟ ସାଂସଦ ମାନସ ମଙ୍ଗରାଜ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରି ମିଳିତ ସଂସଦ ଅଧିବେଶନର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି କି, ଦେଶରେ ବିକାଶରେ ଭିତ୍ତିଭୂମି ଖୁବ ଜରୁରୀ । ଓଡ଼ିଶା ପରି ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ରର ସହଯୋଗ ଓ ସମର୍ଥନ ଆବଶ୍ୟକ ।…
Read More...
Read More...