ଓଲିଉଡରେ ପୁଣି କାଷ୍ଟିଂ କାଉଚ ! ଫିଲ୍ମରେ ଚାନ୍ସ ଦେବାକୁ କହି, ରୋମାନ୍ସ କରିବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ
ଭୁବନେଶ୍ବର: ପୁଣି ସାମ୍ନାକୁ ଆସିଲା କାଷ୍ଟିଂ କାଉଚ୍ ଅଭିଯୋଗ | ଓଲିଉଡ ନିର୍ଦ୍ଦେଶକଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି ରାଜଧାନୀ ଭୁବନେଶ୍ବରର ଜଣେ ଅଭିନେତ୍ରୀ | ମୁଭିରେ ଚାନ୍ସ ଦେବାକୁ କହି ଯୁବତୀଙ୍କ ସହ ରୋମାନ୍ସ କରିବାକୁ ଡାଇରେକ୍ଟର ଚାହୁଁଛନ୍ତି ବୋଲି କହିଛନ୍ତି ଯୁବତୀ ।…
Read More...
Read More...