ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବସ୍
ବ୍ୟୁରୋ: ଘାଟିରେ ଓଲଟିଲା ବସ୍ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଚନ୍ଦାହାଣ୍ଡି ଘାଟିରେ । ଭାରସାମ୍ୟ ହରାଇ ଓଲଟିଛି ବସ୍ । ତେବେ ଜିଲ୍ଲାସ୍ତରୀୟ କ୍ରୀଡ଼ାରେ ଯୋଗଦେବାକୁ ଯାଉଥିଲାବେଳେ ଦୁର୍ଘଟଣା ଘଟିଛି। ଆଉ ବସରେ ଯାତ୍ରା କରୁଥିବା ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଏବଂ ଜଣେ ପିଇଟି…
Read More...
Read More...