Browsing Tag

thatched house with charred straw piles

ବାଘୁଆ ଆଦିବାସୀ ବସ୍ତିରେ ଅଗ୍ନି କାଣ୍ଡ, ଜଳୀଗଲା ନଡ଼ା ଗଦା ସହିତ ଚାଳିଆ ଘର

ଯାଜପୁର/ ବେଦପ୍ରକାଶ ନାୟକ : ବଡଚଣା ବଇରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତ ବାଘୂଆ ଆଦିବାସୀ ସାହି ର ସାଧୁ ତାମସାଏ ଏବଂ ଲଛମନ ତିରିଆଙ୍କ ବାରିରେ ଥିବା ଚାଳଘର ଓ ନଡ଼ା ଗଦା ରେ ଘଟିଛି ଅଗ୍ନି କାଣ୍ଡ । ଖରାବେଳେ ହଠାତ୍ ଖଡ ଗଦାରେ ନିଆଁ ଲାଗି ଯାଇଥିବା ବେଳେ ନଡ଼ା ଗଦା ସହିତ ଦୁଇ ବଖରା ଚାଳିଆ…
Read More...