ବଙ୍ଗାଳି ଭାଷାରେ ଶିକ୍ଷକ ନିଯୁକ୍ତି କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଲା ଜିଲ୍ଲା ବଙ୍ଗାଳି ସମାଜ
ମାଲକାନଗିରି/ ସୂର୍ୟ୍ୟକାନ୍ତ ବେହେରା : ମାଲକାନଗିରି ଆଜି ଜିଲ୍ଲା ବଙ୍ଗାଳି ସମାଜ ପକ୍ଷରୁ ମାଲକାନଗିରି ବଙ୍ଗାଳି ସାମଜ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମ୍ବର୍ଦ୍ଧନା କୁ ନେଇ ଧନ୍ୟବାଦ ଦେଲେ ଜିଲ୍ଲା ବଙ୍ଗାଳି ସମାଜର ପୁରୋଧା । ଦୀର୍ଘ ଦିନଧରି ମାଲକାନଗିରି ରେ ବସବାସ କରୁଥିବା ବହୁ…
Read More...
Read More...