Browsing Tag

Thailand’s Phuket fire

ଥାଇଲ୍ୟାଣ୍ଡର ଫୁକେଟ୍‌ରେ ଏକ ବ୍ୟବସାୟିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ; ୧୧ ମୃତ, ୩୬ ଆହତ

ଥାଇଲ୍ୟାଣ୍ଡର ଫୁକେଟ୍‌ରେ ସୋମବାର ଭୋର ସମୟରେ ଏକ ବ୍ୟବସାୟିକ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ଅନ୍ତତଃ ୧୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୩୬ ଜଣ ଆହତ ହୋଇଛନ୍ତି। ଏହି କୋଠାରେ ଗାଡ଼ି ଭଡ଼ାରେ ଦେବା ସମ୍ବନ୍ଧୀୟ ବ୍ୟବସାୟ ଏବଂ ଅନେକ ବିକ୍ରୟ କାର୍ଯ୍ୟାଳୟ ରହିଥିଲା। ଆହତମାନଙ୍କ ମଧ୍ୟରୁ…
Read More...