Browsing Tag

terrorists

ଡୋନାଲ୍ଡ ଟ୍ରମ୍ପଙ୍କ ଉପଦେଷ୍ଟା ବୋର୍ଡରେ ୨ ଆତଙ୍କୀ ନିଯୁକ୍ତ

ଆମେରିକା-: ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଫେରିବା ପରେ ଯେଉଁସବୁ ପଦକ୍ଷେପ ନିଆଯାଉଛି ତାହାକୁ ନେଇ ଆମେରିକାବାସୀ ତ ଆଶ୍ଚର୍ଯ୍ୟ ହେଉଛନ୍ତି, ସାରା ଦୁନିଆ ବି ଚକିତ ହେଉ ଛି।  ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ତରଫରୁ ଦୁଇ ଆତଙ୍କବାଦୀ ଇସମାଇଲ ଶୟର  ଓ ଶେଖ୍ ହମଜାକୁ ହ୍ୱାଇଟ ହାଉସର ଧାର୍ମିକ…
Read More...

ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ

ବେଙ୍ଗାଲୁରୁ : ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) । ଦେଶଦ୍ରୋହୀ ଗତିବିଧିରେ ସାମିଲ ହେବା ଏବଂ ବେଙ୍ଗାଲୁରୁରେ ବିସ୍ଫୋରଣ କରିବା ସନ୍ଦେହରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ଜବତ ହୋଇଛି । ଗିରଫ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ

( ଶ୍ରୀନଗର) : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଆହୁରି ୨ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ତେବେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ କୌଣସି…
Read More...