ଆତଙ୍କବାଦୀ ଆଡ୍ଡାରୁ ବିପୁଳ ମାରଣାସ୍ତ୍ର ଜବତ
(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ରବିବାର ଦକ୍ଷିଣ ଜାମ୍ମୁ କାଶ୍ମୀରର ଫୁଲୱାମା ଜିଲ୍ଲା ର ମଣ୍ଡୁନା ଗାଁରେ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଆଡ୍ଡା ଉପରେ ରାଜ୍ୟ ପୁଲିସ ଓ ସଶସ୍ତ୍ର ବଳ ଚଢାଉ କରିଛନ୍ତି । ଆତଙ୍କବାଦୀ ଆଡ୍ଡାରୁ ସୁରକ୍ଷା ବଳକୁ ବିପୁଳ ପରିମାଣର ମାରଣାସ୍ତ୍ର ଓ ଅନ୍ୟାନ୍ୟ…
Read More...
Read More...