Browsing Tag

terrorist

ଆତଙ୍କୀ ଓ ଯବାନ ମୁହାଁମୁହିଁ; ୮ ଯବାନ ଆହତ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର କିସ୍ତିୱାଡ ଅନ୍ତର୍ଗତ ଛାତ୍ରୋରେ ଜାରି ରହିଛି ନିରାପତ୍ତା ରକ୍ଷୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ଏହି ଏନକାଉଣ୍ଟରରେ ୮ ଯବାନ ଆହତ ହୋଇଥିବାର ସୂଚନା ମିଳିଛି। ଆତଙ୍କୀଙ୍କୁ ଧରିବା ଲାଗି ଚାଲିଛି ବଡ଼ ଧରଣର ଅପରେସନ। ଆଣ୍ଟି ଟେରର ଅପରେସନରେ…
Read More...

ଦିଲ୍ଲୀ ପୋଲିସ କବ୍‌ଜାରେ ୫ ଆତଙ୍କୀ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ କବ୍‌ଜାରେ ୫ ସନ୍ଦିଗ୍ଧ । ସେମାନଙ୍କ ପାଖରୁ ବିପୁଳ ବିସ୍ଫୋରକ ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ସନ୍ଦିଗ୍ଧ ମାନେ ISIS ଷ୍ଟାଇଲ୍‌ରେ ବିସ୍ଫୋରଣ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ମିଳିଛି । କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ତଥ୍ୟ ଆଧାରରେ ରେଡ୍‌ କରି…
Read More...

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ବୋମା ଧମକ, ୩୪ଟି ଗାଡିରେ ଲାଗିଛି ବୋମା!

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ବୋମା ଧମକ । ବିସ୍ଫୋରଣରେ ମୁମ୍ବାଇକୁ ଦୋହଲାଇ ଦେବାକୁ ମିଳିଛି ଧମକ । ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ ପୂର୍ଣ୍ଣ ମେସେଜ୍ । ହ୍ୱାଟ୍‌ସ୍‌ ଆପ୍‌ରେ ମୁମ୍ବାଇ ପୋଲିସ ପାଖକୁ ଆସିଛି ଧମକ । ସହରରେ ୩୪ଟି ବୋମା ଲଗାଯାଇଥିବା ନେଇ ମେସେଜରେ…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଆତଙ୍କବାଦୀଙ୍କ ପ୍ରିୟ ‘ହ୍ୟୁମେନ ଜିପିଏସ୍‌’ ନିହତ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ନେଟୱର୍କକୁ ବଡ଼ ଝଟକା । ଜମ୍ମୁ କାଶ୍ମୀରର ଗୁରେଜ୍ ସେକ୍ଟରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା। ଏକନାଉଣ୍ଟରରେ ନିହତ ହୋଇଛି ବାଗୁ ଖାନ ଓରଫ ସମନ୍ଦର ଚାଚା, ଯିଏ ଆତଙ୍କବାଦୀଙ୍କ ମଧ୍ୟରେ ‘ହ୍ୟୁମେନ ଜିପିଏସ୍‌’ ଭାବେ ପରିଚିତ ଥିଲା। ତା’ସହିତ ଆଉ ଜଣେ…
Read More...

ବିହାରରେ ପଶିଲେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ

ନୂଆଦିଲ୍ଲୀ: ବିହାରରେ ପଶିଲେ ୩ ଜଣ ପାକିସ୍ତାନୀ ଆତଙ୍କବାଦୀ । ନେପାଳ ସୀମା ଦେଇ ମୋତିହାରୀ ଜିଲ୍ଲାକୁ ପଶିଥିବା ନେଇ ସୂଚନା ମିଳିଛି । ଏନେଇ ଗୁଇନ୍ଦା ସଂସ୍ଥାର ସୂଚନା ପରେ ହାଇଆଲର୍ଟରେ ଅଛି ପୋଲିସ । ସୀମାନ୍ତ ଅଞ୍ଚଳରେ ଚାଲିଛି ପୋଲିସର କଡ଼ା ଚେକିଂ । ଗାଡ଼ି ମୋଟରକୁ ତନ୍ନ ତନ୍ନ କରି…
Read More...

ମାଲି ଆତଙ୍କବାଦୀ ଆକ୍ରମଣ: ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡିଆ

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଓଡ଼ିଆ ଯୁବକଙ୍କୁ ଅପହରଣ । ମାଲିରେ ଅପୃହତ ୩ ଭାରତୀୟଙ୍କ ମଧ୍ୟରୁ ଜଣେ ଓଡ଼ିଆ ଥିବା ସୂଚନା । ଅପହୃତ ଯୁବକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ । ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…
Read More...

ପାକିସ୍ତାନରେ ନିହତ ହୋଇଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାର

ପାକିସ୍ତାନ-: ପାକିସ୍ତାନରେ ନିହତ ହୋଇଛି ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରର । ସନ୍ଦିଗ୍ଧ ଅବସ୍ଥାରେ ଅଜିଜର ମୃତଦେହ ତା’ର ଜଣେ ସହଯୋଗୀ ଦ୍ଵାରା ଠାବ ହୋଇଛି । ଅଜିଜକୁ ଗୁଳି କରି ହତ୍ୟା କରାଯାଇଥିବା କୁହାଯାଉଛି । କିନ୍ତୁ ଜୈଶ ସଂଗଠନ…
Read More...

ଭାରତ-ମିଆଁମାର ସୀମାରେ ୧୦ ଜଣ ସଶସ୍ତ୍ର ଆତଙ୍କୀ ନିହତ

ମଣିପୁର-: ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ଏବେ ଟିକିଏ ଶାନ୍ତି ଫେରିଛି  । ପୂରା ମଣିପୁର ସେନା ଛାଉଣିରେ ଘେରି ରହିଥିଲେ ବି ସ୍ଥିତି ଏବେ ବି ସୁଧୁରିନି । ଏବେ ବି ଆତଙ୍କୀ କାର୍ଯ୍ୟକଳାପ ମଣିପୁରରେ ମାଡିଚାଲିଛି । ଏହାରି ଭିତରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି ।…
Read More...

ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ମୁସ୍ତାକ ଅହମ୍ମଦ !

ନୂଆଦିଲ୍ଲୀ-: ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ଏକ ବଡ଼ ସୁରାକ ମିଳିଛି। ସୂତ୍ର ଅନୁସାରେ, ଏହି ଆକ୍ରମଣରେ ଅଲ୍ ଉମର ମୁଜାହିଦ୍ଦିନ୍ ମୁଖ୍ୟ ମୁସ୍ତାକ ଅହମ୍ମଦ ଜରଗରଙ୍କ ଭୂମିକା ସାମ୍ନାକୁ ଆସିଛି। ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ତାଙ୍କ…
Read More...

ପାକିସ୍ତାନୀ ସେନାର ସ୍ପେଶାଲ ଫୋର୍ସ କମାଣ୍ଡୋ ଥିଲା ପହଲଗାମ ଆକ୍ରମଣ ଆତଙ୍କବାଦୀ

ନୂଆଦିଲ୍ଲୀ-: ପାକିସ୍ତାନ ସେନା ହିଁ ଆକ୍ରମଣ କରିଥିବା ତଥ୍ୟ ଗୁଇନ୍ଦା ବିଭାଗକୁ ମିଳିଛି । ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ  ପାକିସ୍ତାନ ମିଲିଟାରୀ ଦ୍ବାରା କମାଣ୍ଡୋ…
Read More...