ଇରାନ ବନ୍ଦରରେ ଭୟାବହ ବିସ୍ଫୋରଣ: ୫୦୦ରୁ ଅଧିକ ଆହତ, ୧୮ ମୃତ
ତେହରାନ-: ଆମେରିକା ସହ ପରମାଣୁ ଚୁକ୍ତି ନେଇ ଆଲୋଚନା ଚାଲିଥିବା ବେଳେ ଇରାନର ସାହିଦ ରାଜାଇ ବନ୍ଦରରେ ହୋଇଥିବା ଭୟାବହ ବିସ୍ଫୋରଣ ରେ ୫୬୧ ଜଣ ଆହତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୮ରେ ପହଞ୍ଚିଛି । ଇରାନର ଅବ୍ବାସ ସ୍ଥିତ ସାହିଦ୍ ରାଜାଇ ବନ୍ଦର କଲି ଅପରାହ୍ନରେ ପ୍ରଚଣ୍ଡ ବିସ୍ଫୋରଣରେ ଥରି…
Read More...
Read More...