ଇରାନ ବଜାରରେ ଫୁଟିଲା ଗୁଳି, ୫ମୃତ ୧୦ ଜଣ ଗୁରୁତର
ତେହରାନ: ଇରାନ ବଜାରରେ ଆଖିବୁଜା ଗୁଳିମାଡ । ସେହି ଗୁଳିମାଡରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ଅନୂଯାୟୀ ଇରାନ ଖୁଜେସ୍ଥାନ ଅନ୍ତର୍ଗତ ଇଜେହ ସହରର ଜନଗହଳିପୂର୍ଣ୍ଣ ସେଣ୍ଟ୍ରାଲ ମାର୍କେଟରେ ଏହି ଗୁଳି ଫୁଟିଛି । ଗତକାଲି ରାତିରେ ଏଠାରେ କେତେକ ଲୋକେ…
Read More...
Read More...