Browsing Tag

team india

ଏତିକି ମ୍ୟାଚ୍‌ରୁ ନିଲମ୍ଵିତ ହୋଇପାରନ୍ତି ହରମନପ୍ରୀତ କୌର

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମର  ବାଂଲାଦେଶ ଗସ୍ତ ସମାପ୍ତ ହୋଇଛି। ଏହି ଗସ୍ତରେ ଟିମ କ୍ୟାପଟେନ   ହରମନପ୍ରୀତ କୌରକୁ ନେଇ  ଚର୍ଚ୍ଚା ହେଉଛି । ହରମନପ୍ରୀତ ଜୁଲାଇ ୨୨ରେ ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଯେମିତି ବ୍ୟବହାର କରିଛନ୍ତି, ତାକୁ ନେଇ ହରମନପ୍ରୀତ କୌରକୁଙ୍କୁ …
Read More...

ଟିମ୍ ଇଣ୍ଡିଆ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକର ଟିମ୍ ଇଣ୍ଡିଆର ମୁଖ୍ୟ ଚୟନ କର୍ତ୍ତା ଭାବେ ନିଯୁକ୍ତି ପାଇଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତରଫରୁ ମଙ୍ଗଳବାର ରାତିରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି । ବିସିସିଆଇର ତିନି…
Read More...

କମବ୍ୟାକ୍ କରିବେ ଧାୱନ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବାମହାତୀ ଷ୍ଟାର ଓପନର ଶିଖର ଧାୱନ୍ ଗତ ଗୋଟିଏ ବର୍ଷ ହେଲା ଦଳଠୁ ଦୂରରେ ରହିଛନ୍ତି । ଗତବର୍ଷ ବାଂଲାଦେଶ ବିପକ୍ଷରେ ନିଜର ଶେଷ ମ୍ୟାଚ୍ ଖେଳିଥିବାବେଳେ, ଆଇପିଏଲରେ ବି ତାଙ୍କ ଦଳ ପଞ୍ଜାବ କିଙ୍ଗସ୍ ସେମିତି କିଛି ଚମତ୍କାର କରିପାରିନଥିଲା । ତେବେ ଶିଖର ଧାୱନଙ୍କୁ…
Read More...

ବାଲୁକା ଚିତ୍ର କଳା ମାଧ୍ୟମରେ ଭାରତ ଟିମକୁ ଶୁଭେଚ୍ଛା

ICC ଟେଷ୍ଟ ରାଙ୍କିଙ୍ଗ ରେ ଟିମ୍ ଇଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କରିଚି । ICC ପକ୍ଷରୁ ଟେଷ୍ଟ ରାଙ୍କିଙ୍ଗ ପ୍ରକାଶ ପାଇଛି। ପ୍ରଥମ ସ୍ଥାନ ରେ ଥିବା ଅଷ୍ଟ୍ରେଲିଆ କୁ ପଦଚ୍ୟୁତ କରିଚି ଟିମ୍ ଇଣ୍ଡିଆ। ଏହାକୁ ନେଇ କ୍ରିକେଟ ପ୍ରେମୀ ଙ୍କ ମଧ୍ୟ ରେ ଖୁସିର ଲହରୀ ଖେଳି ଯାଇଛି। ସେପଟେ ଏହି ଅବସର…
Read More...

ଆଇସିସି ‘ଟି-୨୦ ଟିମ ଅଫ ଦି ଇଅର୍-୨୦୨୨’ ପାଇଁ ୩ ଭାରତୀୟ ଖେଳାଳି ସାମିଲ; ସ୍ଥାନ ପାଇଲେନି ବାବର

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ବା ଆଇସିସି ପକ୍ଷରୁ ୨୦୨୨ର ଟି-୨୦ ଟିମ୍ ଅଫ୍ ଦି ଇୟର ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ…
Read More...

ବିଶ୍ୱକପ୍ ଗସ୍ତରେ ଟିମ୍ ଇଣ୍ଡିଆ

ବ୍ୟୁରୋ : ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍ ଲାଗି ଭାରତୀୟ ଦଳ ଗୁରୁବାର ସକାଳୁ ଅଷ୍ଟ୍ରେଲିଆ ଗସ୍ତ କରିଛି। ଅକ୍ଟୋବର ୨୩ ତାରିଖରେ ରୋହିତ ଶର୍ମାଙ୍କ ଦଳ ପାକିସ୍ତାନ ସହ ମେଲ୍ବର୍ଣ୍ଣରେ ଖେଳି ଅଭିଯାନ ଆରମ୍ଭ କରିବ। ନଭେମ୍ବର ୧୩ ତାରିଖରେ ଫାଇନାଲ୍…
Read More...

୭୧ତମ ଶତକ ଅପେକ୍ଷାରେ କିଙ୍ଗ ବିରାଟ କୋହଲି

ନୂଆଦିଲ୍ଲୀ: ଏହି ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବାଙ୍ଗାଲୋରରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ | ଏହି ମିଶନ ପାଇଁ ଟିମ୍ ଇଣ୍ଡିଆ ପୁରାପୁରି ପ୍ରସ୍ତୁତ ଥିବା ସମୟରେ ଏହା ହେଉଛି ଏକ ଡେ ନାଇଟ ଟେଷ୍ଟ ମ୍ୟାଚ | ତେବେ ବିରାଟ କୋହଲିଙ୍କ ପାଇଁ ଏହି ମ୍ୟାଚ୍ ବିଶେଷ ହେବାକୁ ଯାଉଛି,…
Read More...