ସୋସିଆଲ ମିଡିଆରେ ସମୟ ନଷ୍ଟ ନ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁଦିବସରେ ଛାତ୍ରଛାତ୍ରୀମାନଙ୍କୁ ସୋସିଆଲ ମିଡିଆରେ ସମୟ ନଷ୍ଟ କରିବା କିମ୍ବା ଭୁଲ ସୂଚନାର ଶିକାର ନ ହେବାକୁ ଅନୁରୋଧ କରିଛନ୍ତି। କଟକର ମାଧ୍ୟମିକ ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ କାର୍ଯ୍ୟକ୍ରମରେ ଭାଷଣ ଦେଇ ସେ ଛାତ୍ରଛାତ୍ରୀମାନଙ୍କୁ ଦୃଢ଼ କ୍ୟାରିୟର ଗଠନ…
Read More...
Read More...