Browsing Tag

teacher

ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି, ୬୩୮୭ ଶିକ୍ଷକ ହେବେ ଅତିଥି ଶିକ୍ଷକ

ଭୁବନେଶ୍ଵର: ଅବସରପ୍ରାପ୍ତ ୬୩୮୭ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ମିଳିବ ନିଯୁକ୍ତି । ଅନୁଦାନପ୍ରାପ୍ତ, ବ୍ଲକଗ୍ରାଣ୍ଟ ହାଇସ୍କୁଲ ସହ ସଂସ୍କୃତ ଟୋଲ୍‌ ସ୍କୁଲରେ ମିଳିବ ନିଯୁକ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଏନେଇ ଚିଠି ଲେଖାଯାଇଛି ।…
Read More...

୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ଏକ ପ୍ରତାରଣା !

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶିତ ଏକ ପ୍ରତାରଣା l ନୂଆ ଶିକ୍ଷକ ମାନଙ୍କ ପାଇଁ ଏହା କଳା ଦିବସ ହେବ l ରାଜ୍ୟର ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଦୂର ହେବା ପାଇଁ ଯେଉଁ…
Read More...

ଆନ୍ଦୋଳନରେ ଯୋଗ ଦେବାକୁ ରାଜଧାନୀ ଆସୁଥିଲେ ଶିକ୍ଷକ, ଅଧାବାଟରେ ଚାଲିଗଲା ଜୀବନ

ନୟାଗଡ:ଆନ୍ଦୋଳରେ ଯୋଗ ଦେବା ପାଇଁ ଆସୁଥିଲେ ଶିକ୍ଷକ । ଅନ୍ଦୋଳନରେ ଅନ୍ୟ ସାଥୀଙ୍କ ସହ ମିଶି ନିଜର ଦାବି ସରକାରଙ୍କ ନିକଟରେ ଜଣାଇଥାନ୍ତେ । ହେଲେ ଭୁବନେଶ୍ୱରରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ମୃତ ଶିକ୍ଷକ ହେଉଛନ୍ତି ଅମର ଚାନ୍ଦ । ତେବେ ମୃତ ବ୍ୟକ୍ତି ଅମର…
Read More...

ରାଜ ରାସ୍ତାରେ ଜାତି ଓ ଉପଜାତି ଶିକ୍ଷକ କଲ୍ୟାଣ ମହାସଂଘ

(ରିପୋର୍ଟସ ଟୁଡ଼େ): ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବହୁଭାଷୀ ଶିକ୍ଷାସହାୟକ ଓ ସହାୟିକା ମାନଙ୍କୁ କନିଷ୍ଠ ଶିକ୍ଷକ ମାନ୍ୟତାରୁ ସରକାର ବଞ୍ଚିତ କରିଥିବା ଅଭିଯୋଗ ହୋଇଛି । ଶିକ୍ଷା ସହାୟକମାନେ ୩ ବର୍ଷ କାର୍ଯ୍ୟକଲାପରେ କନିଷ୍ଠ ଶିକ୍ଷକର ମାନ୍ୟତା ପାଉଥିବା ସ୍ଥଳେ ଉକ୍ତ ବହୁଭାଷୀ…
Read More...

ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କ କ୍ୟାଡ଼ରର ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

(ରିପୋଟର୍ସ ଟୁଡେ):ରାଜ୍ୟରେ କାର୍ଯ୍ୟରତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ଦୀର୍ଘ ଦିନ ଧରି ଶିକ୍ଷକମାନଙ୍କ କ୍ୟାଡରର ପୁନର୍ଗଠନ ଓ ଗ୍ରେଡ ପେ ବୃଦ୍ଧି ପାଇଁ ସଂଘ ପକ୍ଷରୁ ଦାବୀ ହେଉଥିଲା ଶେଷରେ ମୁଖ୍ୟମନ୍ତ୍ରୀ ଆଜି ସେହି ଦାବିରେ ଅନୁମୋଦନ ଜଣାଇ ମୋହର ମାରିଛନ୍ତି । ଏହି ପରିପେକ୍ଷୀରେ ରାଜ୍ୟ…
Read More...

କଳା ବ୍ୟାଚ ପିନ୍ଧି କାର୍ଯ୍ୟରେ ଯୋଗଦେବେ ଶିକ୍ଷକ

(ସୌମ୍ୟ ରଂଜନ ସେଠୀ) : ଦୀର୍ଘ ୪୦ ଦିନ ଆନ୍ଦୋଳନ ପରେ ଅଟଳ ରହିଥିବା ଶିକ୍ଷକ ସଂଘ ଶେଷରେ ନରମିଛି । ଏକ ମାସରୁ ଉଦ୍ଧ୍ୱ ସମୟ ଧରି ଗାନ୍ଧିମାର୍ଗରେ ଧାରଣା ଦେବା ପରେ ଶେଷରେ କଳା ବ୍ୟାଜ୍‌ ପିନ୍ଧି କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ।…
Read More...

୨୧ ରୁ ଭୁବନେଶ୍ୱରରେ ମହାସମାବେଶ ଆରମ୍ଭ କରିବେ ପ୍ରାଥମିକ ଶିକ୍ଷକ ସଙ୍ଘ

(ସୌମ୍ୟ ରଂଜନ ସେଠୀ) : ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣାକୁ ୧୩ ଦିନ ବିତିଛି। ତଥାପି ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଦାବିଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ବିଜ୍ଞପ୍ତି ପ୍ରକାଶରେ ଟାଳଟୂଳ ନୀତି ଅବଲମ୍ବନ…
Read More...

ରାଜରାସ୍ତାରେ ଶିକ୍ଷକ ପାଳିଲେ ନୂଆଖାଇ

(ରିପୋଟର୍ସଟୁଡେ) : ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ୟ ପାଳନ କରୁଛି ମଞ୍ଚ।…
Read More...