ଆମେରିକାର ଟାରିଫ, ଚୀନର ପାଲଟା ଟାରିଫ
ବ୍ୟୁରୋ-: ଡୋନାଲ୍ଡ ଟ୍ରମ୍ପଙ୍କ ଚୀନ ଉପରେ ଟାରିଫ ଲାଗୁ ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଟାରିଫକୁ ନେଇ ଟ୍ରମ୍ପ ଚୀନ ଉପରେ ଟାର୍ଗେଟ କରିଛନ୍ତି । ଟାରିଫ ପାଇଁ ଚୀନ ବଡ କ୍ଷତିଗ୍ରସ୍ତର ଶିକାର ହେବାକୁ ଯାଉଛି । ବୁଧବାର ଅର୍ଥାତ ଆଜି ରାତି ୧୨ଟାରୁ ୧୦୪ ପ୍ରତିଶତ ଚୀନ ଉପରେ ଟାରିଫ ଲାଗୁହେବ ।…
Read More...
Read More...