Browsing Tag

Tariff

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଗୋଟିଏ ଦିନରେ ବୁଡ଼ିଗଲା ସବୁ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଆଉ ଏକ ଟାରିଫ୍ ବୋମା ପକାଇଛନ୍ତି । କିନ୍ତୁ ଏଥର ତାଙ୍କ ବୋମାର ଶିକାର ଭାରତ ନୁହେଁ ବରଂ ତାଙ୍କର ଦୀର୍ଘକାଳୀନ ପ୍ରତିଦ୍ୱନ୍ଦ୍ୱୀ ଚୀନ ହୋଇଛି । ଆମେରିକା ରାଷ୍ଟ୍ରପତି ଚୀନ୍ ସାମଗ୍ରୀ ଉପରେ ୧୦୦% ଅତିରିକ୍ତ ଟାରିଫ୍ ଘୋଷଣା କରିଛନ୍ତି…
Read More...

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଲା ଶକ୍ତ ଝଟ୍‌କା, ଟାରିଫ୍‌କୁ ବେଆଇନ୍ କହିଲେ ଆମେରିକା କୋର୍ଟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା । ଟ୍ରମ୍ପଙ୍କ ଟାରିଫ୍‌କୁ ବେଆଇନ୍ କହିଲେ ଆମେରିକା କୋର୍ଟ । ଆମେରିକାର ଅପିଲ୍‌ସ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଟାରିଫ୍ କିମ୍ବା ଟିକସ ଲଗାଇବାର କ୍ଷମତା ରାଷ୍ଟ୍ରପତିଙ୍କ ନାହିଁ ବୋଲି କହିଲେ କୋର୍ଟ । ତେବେ…
Read More...

ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ:- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଭାରତ ପାଇଁ ନୂତନ ଶୁଳ୍କ ହାର ଘୋଷଣା କରିଛନ୍ତି। ଆମେରିକା ଭାରତରୁ ଆମଦାନୀ ହେଉଥିବା ସାମଗ୍ରୀ ଏବଂ ସେବା ଉପରେ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛି। ଡୋନାଲ୍ଡ ଟ୍ରମ୍ପ ରୁଷ ସହିତ ବାଣିଜ୍ୟ କରିବା ପାଇଁ ଭାରତ ଉପରେ ଏକ ପୃଥକ ଦଣ୍ଡ…
Read More...

କଥା କଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା

ନୂଆଦିଲ୍ଲୀ-: ପୁନର୍ବାର ରାଷ୍ଟ୍ରପତି ହେବା ପରେ ଟ୍ରମ୍ପଙ୍କ ବଡ ଅସ୍ତ୍ର ସାଜିଛି ଟାରିଫ୍ । କଥା କଥାରେ ଟାରିଫ୍ ଭୟ ଦେଖାଉଛି ଆମେରିକା । ପୂର୍ବରୁ ଟାରିଫ୍ ଆପଲକୁ ଧମକ ଦେଇଥିବା ବେଳେ, ଏବେ ସମାନ ଧମକ ସାମସଙ୍ଗକୁ ମଧ୍ୟ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ…
Read More...