Browsing Tag

tanka torani

ରାଜଧାନୀରେ ବଢ଼ୁଛି ଟଙ୍କ ତୋରାଣିର ଚାହିଦା

ଭୁବନେଶ୍ୱର: ତାପମାତ୍ରା ବୃଦ୍ଧି ସହ ଗରମ ବଢ଼ୁଥିବା ବେଳେ ଥଣ୍ଡା ପାନୀୟର ଚାହିଦା ମଧ୍ୟ ବୃଦ୍ଧି ପାଉଛି। ଲସି, ପଇଡ଼ପାଣି, ଆଖୁ ରସ, ବେଲପଣା ସାଙ୍ଗକୁ ଏବେ ଆଉ ଏକ ପାନୀୟର ଚାହିଦା ରାଜଧାନୀବାସୀଙ୍କୁ ଆକୃଷ୍ଟ କରୁଛି। ଟଙ୍କ ତୋରାଣିକୁ ନେଇ ରାଜଧାନୀର ଯୁବଗୋଷ୍ଠୀ ଆରମ୍ଭ କରିଛନ୍ତି…
Read More...