୨.୬ ଲକ୍ଷ ଟଙ୍କାର ୧ ଟଙ୍କିଆ କଏନ୍ ଦେଇ ନିଜ ସ୍ୱପ୍ନର ବାଇକ କିଣିଲେ ଯୁବକ
ତାମିଲନାଡୁ : ୧ ଟଙ୍କିଆ ମୂଦ୍ରାରେ ବାଇକ କିଣି ଚର୍ଚ୍ଚାରେ ତାମିଲନାଡୁର ଯୁବକ । ୨.୬ ଲକ୍ଷ ଟଙ୍କାର ୧ ଟଙ୍କିଆ କଏନ୍ ଦେଇ ନିଜ ସ୍ୱପ୍ନର ବାଇକ କିଣିଛନ୍ତି ତାମିଲନାଡୁର ଭି. ବୂବତି ନାମକ ଜଣେ ଯୁବକ । ସୂଚନା ଅନୁସାରେ ଯୁବକ ଜଣକ ନିଜ କୁମ୍ପିରେ ୩ ବର୍ଷ ହେଲା ୧ ଟଙ୍କିଆ ମୂଦ୍ରା ସଞ୍ଚୟ…
Read More...
Read More...