Browsing Tag

T20 WORLD CUP

ଚିନ୍ତାରେ ସୂର୍ଯ୍ୟକୁମାର, ବୁମରାହ ଫେରିଲେ ବାହାରି ପାରନ୍ତି ସିରାଜ

ନୂଆଦିଲ୍ଲୀ: T20 World Cup 2026ରେ ଭାରତ ଶାନଦାର ଆରମ୍ଭ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆର କ୍ୟାପ୍ଟେନ ସୂର୍ଯ୍ୟକୁମାର ଯାଦବଙ୍କ ସାମ୍ନାରେ ଏବେ ଏକ ବଡ଼ ସିଲେକ୍ସନ୍ ଦ୍ୱନ୍ଦ୍ୱ ଦେଖା ଦେଇଛି। ପରବର୍ତ୍ତୀ ମ୍ୟାଚ୍‌ରେ ଦଳର ପ୍ଲେଇଂ ଇଲେଭେନ୍ ବାଛିବା ସମୟରେ ତାଙ୍କୁ ପ୍ରଥମ ମ୍ୟାଚ୍‌ର ହିରୋକୁ…
Read More...

ବିଶ୍ଵକପକୁ ନେଇ ବଡ଼ ଅପଡେଟ୍, ନିଜ ପଦକ୍ଷେପରୁ ପାକିସ୍ତାନ ଫେରିବ ପଛକୁ

ନୂଆଦିଲ୍ଲୀ: T20 World Cup 2026ରେ ଭାରତ ବିରୋଧରେ ମ୍ୟାଚ୍ ଖେଳିବାକୁ ନେଇ ପାକିସ୍ତାନ ନେଇଥିବା ବହିଷ୍କାର ନିଷ୍ପତ୍ତି ଏବେ ପଛକୁ ହଟିପାରେ। ପୂର୍ବରୁ ପାକିସ୍ତାନ ସରକାର ଘୋଷଣା କରିଥିଲେ ଯେ, ଭାରତ ସହ T20 World Cup ମ୍ୟାଚ୍ ଖେଳାଯିବ ନାହିଁ। ଏହି ଘୋଷଣା ପରେ ଆନ୍ତର୍ଜାତୀୟ କ୍ରିକେଟ୍…
Read More...

ଏକା ଲଢ଼ିଲେ ଯାଦବ୍, ସାଥ୍ ଦେଲେନି କେହି, ଆମେରିକାକୁ ଦେଲେ ୧୬୨ର ଟାର୍ଗେଟ୍

ମୁମ୍ବାଇ: ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ USA ଦଳର ବୋଲରମାନେ ଭାରତୀୟ ଦର୍ଶକଙ୍କୁ ହତବାକ୍ କରିଦେଇଛନ୍ତି। ବିସ୍ଫୋରକ ବ୍ୟାଟସମ୍ୟାନ୍‌ମାନଙ୍କୁ USA ବୋଲରଙ୍କ ସମ୍ମୁଖରେ ପ୍ରତ୍ୟେକ ରନ୍ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା । ଏକ ପରେ ଏକ ୱିକେଟ୍ ଖସୁଥିବା ବେଳେ ରନ୍ ଗତି ମଧ୍ୟ ବହୁତ…
Read More...

IND vs USA: ଟସ୍ ଜିତିଲେ ମୋନାଙ୍କ ପଟେଲ, ପ୍ରଥମେ ବ୍ୟାଟିଂ କରିବ ଭାରତ, ପ୍ଲେଇଂ-୧୧ରେ ବଡ଼ ବଦଳି

ନୂଆଦିଲ୍ଲୀ: ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ଵକପ୍ ଅଭିଯାନ । ପ୍ରଥମ ଦିନରେ USA ବାହିନୀକୁ ଭେଟିବ ଭାରତୀୟ ଦଳ । IND vs USAର ପ୍ରଥମ ମ୍ୟାଚ୍‌ରେ ୟୁଏସଏ ଦଳର ଅଧିନାୟକ ମୋନାଙ୍କ ପଟେଲ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ସିଦ୍ଧାନ୍ତ ନେଇଛନ୍ତି। ଏହାସହିତ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ…
Read More...

ବିଜୟ ଅଭିଯାନରୁ ପାକିସ୍ତାନର ବିଶ୍ଵକପ୍ ଆରମ୍ଭ, ନେଦରଲ୍ୟାଣ୍ଡସ୍‌କୁ ୩ ୱିକେଟ୍‌ରେ ହରାଇଲା

କଲମ୍ବୋ: ଟି୨୦ ବିଶ୍ୱକପ୍ ୨୦୨୬ରେ ପାକିସ୍ତାନ ବିଜୟ ସହିତ ନିଜ ଅଭିଯାନ ଆରମ୍ଭ କରିଛି। କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍‌ରେ ପାକିସ୍ତାନ ରୋମାଞ୍ଚକର ମୁହୂର୍ତ୍ତରେ ନେଦରଲ୍ୟାଣ୍ଡସ୍‌କୁ ୩ ୱିକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ…
Read More...

ଭାରତୀୟ ଟିମକୁ ବଡ଼ ଝଟକା, ବିଦା ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: T20 ୱାର୍ଲ୍ଡ କପ୍ 2026 ଆରମ୍ଭ ହେବାର ଠିକ୍ ଏକ ଦିନ ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା ଲାଗିଛି। ଯୁବ ବୋଲର୍ ହର୍ଷିତ ରାଣା ଆଘାତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯାଇଛନ୍ତି। ୱର୍ମ୍-ଅପ୍ ମ୍ୟାଚ୍‌ରେ ଲାଗିଥିବା ଆଘାତ କାରଣରୁ ତାଙ୍କର ଏହି ୱାର୍ଲ୍ଡ କପ୍‌ରେ ଖେଳିବାର…
Read More...

ଚିନ୍ତାରେ ଟିମ୍ ଇଣ୍ଡିଆ, ବିଶ୍ଵକପ୍ ପୂର୍ବରୁ ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ: ୨୦୨୬ ଟି୨୦ ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଘାତ ସମସ୍ୟା ଅବିରତ ଭାବେ ବଢ଼ିଚାଲିଛି। ଦ୍ରୁତ ବୋଲର ହର୍ଷିତ ରାଣା ଏବେ ଏହି ଆହତ ଖେଳାଳିଙ୍କ ତାଲିକାରେ ସାମିଲ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ବିଶ୍ୱକପ୍ ଅଭ୍ୟାସ ମ୍ୟାଚ୍ ସମୟରେ ସେ ଆଣ୍ଠୁ ଆଘାତ ପାଇଥିଲେ।…
Read More...

ଭାରତ ବିରୋଧୀ ମ୍ୟାଚ୍ ସରକାରଙ୍କ ନିଷ୍ପତ୍ତି, ଖେଳାଳିଙ୍କ ହାତରେ ନୁହେଁ: ବିଶ୍ଵକପକୁ ନେଇ ପାକ୍ ଅଧିନାୟକ ସଲମାନ…

ନୂଆଦିଲ୍ଲୀ: T20 ୱର୍ଲ୍ଡ କପ୍ 2026ରେ ଭାରତ ବିରୋଧରେ 15 ଫେବୃଆରୀରେ ହେବାକୁ ଥିବା ମ୍ୟାଚ୍‌କୁ ନେଇ ପାକିସ୍ତାନ କ୍ରିକେଟ୍ ଟିମ୍‌ର ଅଧିନାୟକ ସଲମାନ ଆଗା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ବିରୋଧୀ ମ୍ୟାଚ୍ ଖେଳିବା କିମ୍ବା ନ ଖେଳିବା ନିଷ୍ପତ୍ତି…
Read More...

ଟି-୨୦ ବିଶ୍ୱକପ୍ ୨୦୨୬: ୩ଟି ଯାକ ମ୍ୟାଚ ବହିଷ୍କାର କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସମ୍ପର୍କ ପୁଣିଥରେ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ପହଞ୍ଚିଛି। ପୂର୍ବରୁ ହିଁ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ, କେବଳ ICC ଓ ACC ଟୁର୍ଣ୍ଣାମେଣ୍ଟରେ ମାତ୍ର ଦୁଇ ଦଳ ମୁହାଁମୁହିଁ ହେଉଥିଲେ।…
Read More...

ପାକିସ୍ତାନର ନଖରାମି, ଭାରତ ସହ ଖେଳିବନି ବିଶ୍ଵକପ୍

ନୂଆଦିଲ୍ଲୀ: ପୁଣିଥରେ ନଖରାମି ଦେଖାଇଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB)। ଟି-୨୦ ବିଶ୍ୱକପ୍ ୨୦୨୬କୁ ନେଇ ପାକିସ୍ତାନ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁର୍ଣ୍ଣାମେଣ୍ଟରେ ଭାରତ ସହିତ ମୁକାବିଲା ନ କରିବାକୁ ପାକିସ୍ତାନ ସରକାର ସ୍ପଷ୍ଟ କରିଛନ୍ତି। ଫେବୃଆରୀ ୧୫ ତାରିଖରେ ହେବାକୁ…
Read More...