Browsing Tag

T20

ଭୁବନେଶ୍ଵରରେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌, କାଲି ଦିନ ସାଢ଼େ ୧୧ରେ ବାରବାଟୀରେ ଭାରତୀୟ ଦଳର ନେଟ୍‌ ପ୍ରାକ୍ଟିସ୍‌

ଭୁବନେଶ୍ଵର: କାଲି ଦିନ ସାଢ଼େ ୧୧ରେ ବାରବାଟୀରେ ଭାରତୀୟ ଦଳର ନେଟ୍‌ ପ୍ରାକ୍ଟିସ୍‌ । ଏନେଇ ସୂଚନା ଦେଲେ OCA ସଭାପତି ପଙ୍କଜ ଲୋଚନ ମହାନ୍ତି । ସନ୍ଧ୍ୟାରେ ଫ୍ଲଡ୍‌ ଲାଇଟ୍‌ରେ ଅଭ୍ୟାସ କରିବ ଦକ୍ଷିଣ ଆଫ୍ରିକା ଟିମ୍‌ । ନେଟ୍‌ ପ୍ରାକ୍ଟିସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରହିବ । ଆଜି…
Read More...

ବର୍ଷାରେ ଧୋଇଗଲା ଅନ୍ତିମ ମ୍ୟାଚ, ଟି-୨୦ ସିରିଜ୍‌ ଜିତିଲା ଭାରତ

ନୂଆଦିଲ୍ଲୀ: ବର୍ଷାରେ ଧୋଇଗଲା ଅନ୍ତିମ ମ୍ୟାଚ । ଟି-୨୦ ସିରିଜ୍‌ ଜିତିଲା ଭାରତ । ବର୍ଷା କାରଣରୁ ଅଧାରୁ ବାତିଲ ହେଲା ସିରିଜର ଅନ୍ତିମ ମ୍ୟାଚ୍‌ । ଖେଳ ବନ୍ଦ ବେଳକୁ ଭାରତ ୫୨/୦; ଗିଲ୍-୨୯, ଅଭିଷେକ-୨୩ । ୨-୧ରେ ସିରିଜ୍‌ କବ୍‌ଜା କଲା ଡିଫେଣ୍ଡିଂ ଟି-୨୦ ଚାମ୍ପିଅନ୍‌ । ODI ସିରିଜ୍‌…
Read More...

ଏଠାରେ ଖେଳାଯିବ ୫ମ ଟି-୨୦, ଏଯାବତ୍ ଏଠାରେ ଏପରି ରହିଛି ଟିମ୍ ଇଣ୍ଡିଆର ରେକର୍ଡ

ନୂଆଦିଲ୍ଲୀ: ଭାରତୀୟ ଦଳ ଚତୁର୍ଥ ମ୍ୟାଚ୍‌କୁ ୪୮ ରନ୍‌ରେ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ହାରିବା ଆଶଙ୍କାକୁ ଏଡାଇ ଦେଇଛି। ଟିମ୍ ଇଣ୍ଡିଆ ଏବେ ସେହି ସିରିଜ୍‌ ଜିତିବା ଉପରେ ଧ୍ୟାନ ଦେଇଛି, ଯାହାର ଶେଷ ମ୍ୟାଚ୍ ନଭେମ୍ବର ୮ ତାରିଖରେ ବ୍ରିସବେନର…
Read More...

ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ

ନୂଆଦିଲ୍ଲୀ: ଚତୁର୍ଥ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ଅଷ୍ଟ୍ରେଲିଆକୁ ୪୮ ରନ୍‌ରେ ହରାଇ ସିରିଜ୍‌ରେ ଆଗୁଆ । ପାଞ୍ଚ ମ୍ୟାଚ୍‌ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ । ଭାରତ ୧୬୭/୮, ଅଷ୍ଟ୍ରେଲିଆ ୧୧୯ରେ ଅଲଆଉଟ୍‌ । ସୂଚନା ଅନୁସାରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ…
Read More...

ସଂଯୁକ୍ତ ଆରବରେ ଖେଳାଯିବ ଏସିଆ କପର ୨୦୨୫ ସଂସ୍କରଣ

ଏସୀୟ କ୍ରିକେଟ ପରିଷଦ (ACC) ସଭାପତି ମୋହସିନ ନକଭି ଘୋଷଣା କରିଛନ୍ତି ଯେ ଏସିଆ କପର ୨୦୨୫ ସଂସ୍କରଣ ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବ ଏବଂ ଏହା ସେପ୍ଟେମ୍ବର ୯ ରୁ ୨୮ ପର୍ଯ୍ୟନ୍ତ ଚାଲିବ, ସଂଯୁକ୍ତ ଆରବ ଏମିରେଟ୍ସ ରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ସ୍ଥିର ହୋଇଛି । ଭାରତ ଏବଂ…
Read More...

ଆଜି ଭାରତ-ଆଫଗାନିସ୍ତାନ ଶେଷ ଟି ୨୦ ମ୍ୟାଚ

ଆଜି ଭାରତ - ଆଫଗାନିସ୍ତାନ ଶେଷ ଟି ୨୦ । କ୍ଲିନ ସ୍ୱିପ ଲକ୍ଷରେ ପଡିଆକୁ ଓହ୍ଲାଇଛି ଭରତ । ଟି୨- ବିଶ୍ୱକପ ପୂର୍ବରୁ ବେଙ୍ଗାଲୁରେ ଶେଷ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଆଫଗାନିସ୍ତାନ ବିପକ୍ଷରେ ପୂର୍ବ ୨ଟି ମ୍ୟାଚ ଜିତି ଭାରତ ଆଗୁଆ ସିରିଜ କବଜା କରିଛି । ଆଜିର ମ୍ୟାଚରେ ଏକାଧିକ…
Read More...