Browsing Tag

sworupa mohapatra

ବଲାଙ୍ଗୀରର ତାରାଚାନଙ୍କ ମୁଣ୍ଡରେ ନବୀନଙ୍କ ହାତ

ଭୁବନେଶ୍ୱର: ବଲାଙ୍ଗୀର ବଙ୍ଗମୁଣ୍ଡା ତହସିଲର ପ୍ରତିଭାବାନ ଛାତ୍ର ତାରାଚାନ ରଣାଙ୍କ ସ୍ୱପ୍ନ ପୂରଣ କଲେ ମୁଖ୍ୟମନ୍ତ୍ରୀ । ଅର୍ଥାଭାବରୁ ଇଞ୍ଜିନିୟରିଂ ପଢିବା ସ୍ୱପ୍ନ ସ୍ୱପ୍ନରେ ରହିଯାଇଥାନ୍ତା । ମାତ୍ର ନବୀନଙ୍କ ଦରଦୀ ହୃଦୟ ପାଇଁ ଏବେ ନାମ ଲେଖା ପ୍ରକ୍ରୀୟାରେ ଆଉ ନାହିଁ ବାଧା । ତାରାଙ୍କ…
Read More...

‘ପଳାତକ କହିବାରୁ ଦେଲେ ଦର୍ଶନ’:ନବାବ ମଲ୍ଲିକ

ମୁମ୍ବାଇ: ଗୁରୁବାର ମହାରାଷ୍ଟ୍ରର ମନ୍ତ୍ରୀ ତଥା କଂଗ୍ରେସ ନେତା ନବାବ ମଲ୍ଲିକ ପରମବୀର ସିଂହଙ୍କୁ କରିଛନ୍ତି ଟାର୍ଗେଟ୍ । ମଲ୍ଲିକ କହିଛନ୍ତି ପୋଲିସ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପରମବୀରଙ୍କୁ ପଳାତକ ଘୋଷଣା କରିବାପରେ ଶେଷରେ ସେ ସାମ୍ନାକୁ ଆସିଲେ । ବଳପୂର୍ବକ ଚାନ୍ଦା ଆଦାୟ କରିବା…
Read More...

ଦ୍ୱିତୀୟ ଦିନରେ ସବୁ ରେକର୍ଡ ଭାଙ୍ଗିଲେ ସହକାରୀ ଯନ୍ତ୍ରୀ

ବାରିପଦା: ଗତକାଲି ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ହୋଇଥିଲା ଭିଜିଲାନ୍ସ ଚଢାଉ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ରେଡ୍ । ଚଢାଉ ବେଳେ ନଗଦ ୪୧.୭୭ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ । ବିଗତ ସବୁ ରେଡ୍ରେ ଜବତ ହୋଇଥିବା ନଗଦ ଟଙ୍କା ତାଲିକାରେ ସନ୍ତୋଷ…
Read More...

ହସ୍ପିଟାଲରେ ଭର୍ତି ହେଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ

ପୁଣେ: ଗାନ୍ଧିବାଦୀ ନେତା ତଥା ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପୁଣେ ସ୍ଥିତ ରୁବୀ ହସ୍ପିଟାଲରେ ଆଡମମିଟ୍ କରାଯାଇଛି । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ବର୍ତମାନ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି କହିଛନ୍ତି ଡାକ୍ତର…
Read More...

ହତ୍ୟାର ଛାତିଥରା ଭିଡିଓ

ବଲାଙ୍ଗୀର: ବର୍ବରତାର ସୀମା ନାହିଁ । ତଣ୍ଟି କାଟିଲେ, ପେଟ୍ରୋଲ ଢାଳି ଜାଳିଦେଲେ ଆଉ ପରେ ମୋବାଇଲରେ କଲେ ଲାଇଭ ଭିଡିଓ । ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟି ହଷ୍ଟେଲ ପଛପଟୁ ଯୁବକଙ୍କ ଦରପୋଡା ମୃତଦେହ ମିଳିବା ଘଟଣାର ପର୍ଦାଫାସ ହେବା ପରେ ମିଳିଛି ହତ୍ୟାର ଲାଇଭ ଭିଡିଓ । ସେଥିରେ ଅଭିଯୁକ୍ତ…
Read More...