ଓଲଟିଲା ଯାତ୍ରୀବାହୀ ବସ ଭୁତନାଥ
ରାଇରଙ୍ଗପୁର (ସତ୍ୟନାରାୟଣ ପାଲ) :ମୟୁରଭଞ୍ଜ ଜିଲ୍ଲାର ଗୋରୁମହିସାଣି ଥାନା ଅନ୍ତର୍ଗତ ଟୋଲକଏମଇ ସ୍କୁଲ ନିକଟରେ ଏକ ଭୁତନାଥ ନାମକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସଟି। ଅଳ୍ପକେ ବର୍ତିଲେ କୋଡିଏ ରୁ ଅଧିକ…
Read More...
Read More...