Browsing Tag

sworupa mohapatra

ଉଦଘାଟିତ ହେଲା କାଶୀ ବିଶ୍ୱନାଥ କରିଡର

ୟୁପି:  ଆଜି ବାରଣାସୀ ଠାରେ କାଶୀ ବିଶ୍ୱନାଥ ମନ୍ଦିରର ପ୍ରଥମ କରିଡରର ଉଦଘାଟନ କରାଯାଇଛି । ୩୩୯ କୋଟି ଟଙ୍କା ବ୍ୟୟରେ ତିଆରି ,ପ୍ରଧାନମନ୍ତ୍ରୀଙ୍କର ଏକ ବଡ ଆଶା କୁହାଯାଉଥିବା, ଏହି କରିଡରଟି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୪ ଲୋକସଭା ନିର୍ବାଚନ ସମୟରେ କାଶୀ ଗ୍ରସ୍ତ ସମୟରେ ମା ଗଙ୍ଗା…
Read More...

ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ନେଇ ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ : ଭାରତର ପ୍ରଥମ ସିଡିଏସ୍ ବିପିନ ରାୱତଙ୍କ ପାର୍ଥିବ ଶରୀରକୁ ଆଣି ଆସୁଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । କୋଏମ୍ବାଟୁରର ମେଟ୍ଟାପଳୟମର ଘାଟି ରାସ୍ତାରେ ହୋଇଥିଲା ଦୁର୍ଘଟଣା ।ଗତକାଲି କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଭାରତର ପ୍ରଥମ ଚିଫ୍…
Read More...

ଜବରଦଖଲ ଉଚ୍ଛେଦରୁ ଉତ୍ତେଜନା

ହିଂଜିଳି( ରଜନୀ କାନ୍ତ ପାତ୍ର): ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଦେଖାଦେଇଛି ଉତ୍ତେଜନା। ଉଛେଦ ବେଳେ ଟେକାପଥର ମାଡ଼ ସହ ଜଣଙ୍କ ଗୋଡ଼ରେ ଇଟା ପଡି ଗୁରୁତର ଆହତ ଅବସ୍ଥାରେ ବ୍ରହ୍ମପୁର MKCG ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ୪ରୁ୫ ଜଣ ଆହତ ହୋଇଥିବା ଜଣା ପଡିଛି।ଏହାସହ ପୋଲିସ ଲାଠିଚାର୍ଜ…
Read More...

ଗଞ୍ଜାମ ବାର ଆସୋସିଏସନରେ ପାଳନ ହେବ ସୁବର୍ଣ ଜୟନ୍ତୀ

ଗଞ୍ଜାମ: ଅଲ ଓଡିଶା ଲୟାର ଆସୋସିଏସନର ସୁବର୍ଣ ଜୟନ୍ତୀ ଉତ୍ସବ ଆସନ୍ତା ୨୯ ଓ ୩୦ ଡିସେମ୍ବରରେ ୨ ଦିନ ଧରି ପାଳନ କରିବା ପାଇଁ ଗଂଜାମ ବାର ଆସୋସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକରେ ନିଆ ଯାଇଛି ନିଷ୍ପତି । ଓଡ଼ିଶାର ବରିଷ୍ଠ ଆଇନଜୀବୀ ଏବଂ ଅଲ ଓଡିଶା ଲୟାର ଆସୋସିଏସନ ପୃଷ୍ଠ ପୋଷକ ସ୍ୱର୍ଗତ…
Read More...

ମହାପ୍ରଭୁଙ୍କ ରତ୍ନ ଭଣ୍ଡାରକୁ କରାଯାଇଛି ଲୁଟ

ପୁରୀ(ଜୟନ୍ତ କୁମାର ସେଠୀ): ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ । ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି। ତେବେ ତାଙ୍କର ଏହି ଉତ୍ତର ପରେ କଡା ସମାଲୋଚନା କରିଛି ଶ୍ରୀଜଗନ୍ନାଥ ସେନା। ସଂଗଠନ କହିଛି ରତ୍ନ…
Read More...

ଯୁବତୀଙ୍କୁ ଅଶାଳୀନ ବ୍ୟବହାର କରି ଯୁବକ ଗିରଫ

ଭୁବନେଶ୍ୱର: ଆଜି କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିନ ଛକରେ ବସରୁ ଓଲ୍ହାଇବା ସମୟରେ ସେଠାରେ ଉପସ୍ଥିତ ଥିବା ଜୈନକ ନିଶାଗ୍ରସ୍ତ ବ୍ୟକ୍ତି ଯୁବତୀଙ୍କ ଶରୀର ସ୍ପର୍ଶ କରିବାକୁ ଚେଷ୍ଟା କରିବା ସହ ଅଶାଳୀନ ବ୍ୟବହାର କରିଥିଲେ। ଯୁବତୀ ଜଣକ ଏହାର ପ୍ରତିବାଦ କରି ଚିତ୍କାର କରିବାରୁ…
Read More...

ଭର୍ତ୍ତୃହରିଙ୍କୁ ଦେବାଶିଷଙ୍କ କାଉଣ୍ଟର ଆଟାକ

କଟକ: ୟୁନିଫର୍ମ ସିଭିଲ କୋଡ ସମ୍ପର୍କରେ ବିଜେଡି ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ରଖିଥିବା ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ଓ ଏହା ବିଜୁ ଜନତା ଦଳର ଷ୍ଟାଣ୍ଡ ନୁହେଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ। ସେ କହିଛନ୍ତି ଆଜି…
Read More...

ହାତୀପଲ ଘଉଡ଼ାଇବା ପାଇଁ ଉଦ୍ୟମ

ସୋନପୁର: ସୋନପୁର ବନଖଣ୍ଡ ବୀରମହାରାଜପୁର ବନାଞ୍ଚଳର ସୁବଳୟା ବନପାଳ ଅଧିନସ୍ଥ ବିଭିନ୍ନ ଗାଁରେ ୧୭ ଟିକିଆ ହାତୀପଲ ବ୍ୟାପକ କ୍ଷତି କରୁଥିବା ଖବର ମିଳିଛି। ବନବିଭାଗ ତରଫରୁ ସେମାନଙ୍କୁ ଘଉଡାଇବା କାର୍ୟ୍ୟରେ ହାତୀ ସୁରକ୍ଷା ବାହିନି ଚେଷ୍ଟା ଜାରି ରହିଛି। ହାତୀପଲ ମହେବିକଳପୁର,ସେରଗେଡା,…
Read More...

କଂଗ୍ରେସର ଆକ୍ଷେପକୁ ବିଜେଡିର ପାଲଟା ଜବାବ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ରଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ରଖିଲେ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ବିଧାନସଭା ଅଚଳ ନେଇ ନରସିଂହ ମିଶ୍ର ବିଜେଡିକୁ ଦାୟୀ କରିଛନ୍ତି। ମାତ୍ର ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକ ଗୁରୁତ୍ୱ ଦେଇ ସମାଧାନ କରିବାକୁ ସର୍ବଦା…
Read More...

ପୁଣି ଚାଷୀ ଆତ୍ମହତ୍ୟା

ଗଞ୍ଜାମ(ହର ପ୍ରସାଦ ବିଶୋଇ):  ‘ଜୱାଦ୍’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ବୋଝ ଲଦିଦେଇଛି। ଧାନ ଓ ପନିପରିବା କ୍ଷତି ସହିନପାରି ପାତ୍ରପୁର ଅଂଚଳରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉଲୁମା ଗାଁର ୫୫ ବର୍ଷୀୟ ଚାଷୀ କୈଳାସ ଶବର, କୀଟନାଶକ ପିଇ…
Read More...