ବିଜୟ ହଜାରେ ଟ୍ରଫିର ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ଦ୍ବିଶତକ, ୧୬୯ ବଲ୍ରୁ ୨୧୨ ରନ୍
ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିର ଓଡ଼ିଆ ପୁଅ ସ୍ବସ୍ତିକ ସାମଲଙ୍କ ଦ୍ବିଶତକ । ସୌରାଷ୍ଟ୍ର ବିପକ୍ଷରେ ସ୍ବସ୍ତିକଙ୍କ ବିସ୍ଫୋରକ ଦ୍ବିଶତକ । ୨୧ଟି ଚୌକା, ୮ଟି ଛକା ଜରିଆରେ ୧୬୯ ବଲ୍ରୁ ୨୧୨ ରନ୍ । ଅଧିନାୟକ ବିପ୍ଲବ ସାମନ୍ତରାୟଙ୍କ ଶତକ । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ୬ ୱିକେଟ୍ରେ ୩୪୫…
Read More...
Read More...