Browsing Tag

Swagatika Parida

ବାଲେଶ୍ୱରରୁ ୩ଟି ସେକ୍ସ ରାକେଟ ଠାବ,୧୩ ଗିରଫ

ବାଲେଶ୍ୱର : ବାଲେଶ୍ୱରରେ ସେକ୍ସ ରାକେଟ ଠାବ । ବାଲେଶ୍ୱରରେ ୩ଟି ସେକ୍ସ ରାକେଟ ଠାବ ସହ ୧୩ ଜଣଙ୍କୁ ଗିରଫ କରାଯାଇଛି । ଏ ନେଇ ବାଲେଶ୍ୱର ଆରକ୍ଷି ଅଧିକ୍ଷକ ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୂଚନାନୁସାରେ,ବାଲେଶ୍ୱର ସିଂଲା,ବସ୍ତା ଓ ମେଘଡମ୍ବୁର ଅଞ୍ଚଳରୁ ଏହି…
Read More...

ରମାଦେବୀ ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଇ-ରିଡିଂ ରୁମ୍ ଉଦ୍ଘାଟିତ

ଭୁବନେଶ୍ୱର,୨୧,୦୩ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଦୃଷ୍ଟିବାଧିତ ଛାତ୍ରୀଙ୍କ ପାଇଁ ରାଜ୍ୟର ପ୍ରଥମ ଡିଜିଟାଲ୍ ରିଡିଂ ରୁମ୍ ‘ବିନୋଦିନୀ ମହାପାତ୍ର ରିଡିଂ କର୍ଣ୍ଣର’ମଙ୍ଗଳବାର ଉଦ୍ଘାଟିତ ହୋଇଛି । ‘ମୋ କଲେଜ ଅଭିଯାନ’ ଅଧ୍ୟକ୍ଷ ଶ୍ରୀ ଆକାଶ ଦାସନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି…
Read More...

ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ,ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ସମ୍ବର୍ନ୍ଧନା

ଭୁବନେଶ୍ୱର : ଉତ୍କଳ ବିଶ୍ୱ ବିଦ୍ୟାଳୟ ୧୯୮୬ ବ୍ୟାଚ୍ ର ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୧୯୮୬ ବ୍ୟଚ୍ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ୧୯୮୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ…
Read More...

ଜାରି ରହିଛି ପଶ୍ଚିମା ଝଡର ପ୍ରଭାବ, ସାରା ରାଜ୍ୟରେ ଆହୁରି ବର୍ଷିବ

ଭୁବନେଶ୍ୱର : ସାରା ରାଜ୍ୟକୁ ଭିଜାଉଛି ବର୍ଷା । ପଶ୍ଚିମା ଝଡର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ଗତକାଲି ବହୁ ସ୍ଥାନରେ କୁଆପଥର ବର୍ଷା ହୋଇଥିବାବେଳେ ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ପବନ ହୋଇଛି । ଏହାସହ ଅନେକ ସ୍ଥାନରେ ବର୍ଷା ସହ ଘଣ୍ଟାପ୍ରତି ୫୦ରୁ…
Read More...

ଏସଟି ମାନ୍ୟତା ଦାବିରେ ମୟୂରଭଞ୍ଜ ବନ୍ଦ କଲେ କୁଡୁମି ସେନା

ମୟୂରଭଞ୍ଜ : କୁଡୁମୀ ଜନଜାତିଙ୍କୁ ଏସଟି ମାନ୍ୟତା ଦାବି । ଏସଟି ମାନ୍ୟତା ଦାବି ନେଇ ୬ ଘଣ୍ଟିଆ ବନ୍ଦ ପାଳନ କରିଛି କୁଡୁମୀ ସେନା । ମୟୂରଭଞ୍ଜ ଜିଲ୍ଲାରେ ଆଜି ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିଥିଲା କୁଡୁମୀ ସେନା । ମୟୂରଭଞ୍ଜ ସହ ଉଦଳା ରେ ମଧ୍ୟ ବନ୍ଦ ର ପ୍ରଭାବ…
Read More...

ଆସନ୍ତା କାଲି ସଂଧ୍ୟା ୫ଟାରୁ ରାତି ୯ଟା ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ : ଆସନ୍ତା କାଲି ସଂଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ । ବୁଧବାର ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ । ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ନୀତି ସମୟରେ ୪ ଘଣ୍ଟା ପାଇଁ ସାଧାରଣ…
Read More...

ଭାରସାମ୍ୟ ହରାଇ ଓଲଟିଲା ଅଟୋ,୧୫ ଆହାତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ନାମକେଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୧୫ରୁ ୧୭ ଜଣ ମହିଳା ଓ ପୁରୁଷ ଗୁରୁତର ଆହାତ ହୋଇଛନ୍ତି । ଏରାଗଣ୍ଡା ଓ ପତାକାଲି ଗ୍ରାମର ପ୍ରାୟ ୧୫ ରୁ ୧୭ ଜଣ ମହିଳା, ପୁରୁଷ ଓ ଛୋଟ ପିଲା ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ଏକ…
Read More...

ଓଡିଶା ପୋଲିସ କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି : ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର  : ଖର୍ଚ୍ଚ ଦାବି ଆଲୋଚନା ବେଳେ କିଛି ଏଭଳି ବିବୃତି ଦେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସେ କହିଛନ୍ତି . . ଝାରସୁଗୁଡା ପାଲଟିଛି କ୍ରାଇମ ସେଣ୍ଟର । ନବ ଦାସ ଙ୍କ ହତ୍ୟାକାଣ୍ଡ ର କାରଣ ବର୍ତ୍ତମାନ ସୁଦ୍ଧା ବି ଜଣା ପଡ଼ିଲାନି । ଓଡିଶା ପୋଲିସ ଗୋପାଳ କୁ ପାଗଳ ସଜେଇବା…
Read More...

ଖୁବ୍ ଶୀଘ୍ର ଗିରଫ ହେବେ ଡୋନାଲ୍ଡ ଟ୍ରମ୍ପ, ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ

ଖୁବ୍ ଶୀଘ୍ର ଗିରଫ ହେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ପ୍ରଦାନ ମାମଲାରେ ଆଜି ହୋଇପାରନ୍ତି ଗିରଫ । ଏ ନେଇ ନିଜେ ପ୍ରକାଶ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ ।ଦଶନ୍ଧି ତଳେ ଟ୍ରମ୍ପଙ୍କ ଦ୍ବାରା ଘଟିଥିବା ଯୌନ ସମ୍ପର୍କିତ ଆକ୍ଷେପ ଘଟଣାରେ ଦୁଇ…
Read More...

ସହିପାରିଲାନି ମା’ର ଗାଳି, ଜୀବନ ହାରିଲା ପଞ୍ଚମ ଶ୍ରେଣୀ ଛାତ୍ରୀ

ରାଉରକେଲା : କୁହାଯାଏ ମା’ ଗାଳି ଦାଣ୍ଡ ଧୂଳି । ନିଜ ଛୁଆକୁ ଭଲବାଟରେ ନେବାକୁ ମା’ ଟିକିଏ ଗାଳି ଦେଇଥାଏ । ଅଧିକ ସମୟ ମୋବାଇଲ ବ୍ୟବହାର ନକରି ପାଠ ପଢିବାକୁ ସବୁ ମା’ ଆକଟ କରିଥାନ୍ତି । କିନ୍ତୁ ସେହି ସାମାନ୍ୟ ଗାଳି ଯେ ଛୁଆର ଜୀବନ ନେଇ ଯିବ ତାହା କେହି ବିଶ୍ୱାସ ବି କରି ପାରନ୍ତିନି ।…
Read More...