ମୋଦୀଙ୍କ ମନ୍ତ୍ରୀ ପରିଷଦ ବୈଠକ
(ନୂଆଦିଲ୍ଲୀ): ରାଷ୍ଟ୍ରପତି ଭବନର ଅଡିଟୋରିୟମରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ହୋଇଥିଲା । ତେବେ ହଠାତ୍ ଏହି ବୈଠକର କାରଣ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । ସୂତ୍ର ଅନୁସାରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନା…
Read More...
Read More...