ଗାନ୍ଧୀ ଜୟନ୍ତୀ ଅବସରରେ ରାବଣ ଗ୍ରୁପ୍ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ
(ବିଜୟ କୁମାର କାରୁଆ): କେନ୍ଦୁଝର ଜିଲ୍ଲା ପାଟଣାବ୍ଲକର ରାବଣ ଗ୍ରୁପ ପକ୍ଷରୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନ ହୋଇଯାଇଛି । ବିଜୟରତ୍ନ ପତିଙ୍କ ନେତୃତ୍ୱକ୍ରମେ ଗ୍ରୁପର ସଦସ୍ୟମାନେ ମେଡ଼ିକାଲ ଚାରିପାଖ କଲୋନୀର ପଡ଼ିଥିବା ଆବ୍ରଜନା, ଡ଼୍ରେନ ସଫା କରିବା ସହ…
Read More...
Read More...