ଏଫ୍ଏମ୍ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଜକୁ ଜାଳି ଦେଇଛନ୍ତି ଜଣେ ଛାତ୍ରୀ
ବାଲେଶ୍ୱର-: କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ। ଏଭଳି ଏକ ଅଘଟଣ ଶନିବାର ବାଲେଶ୍ୱର ଏଫ୍ଏମ୍ ମହାବିଦ୍ୟାଳୟରେ ଘଟିଛି। ଅଧ୍ୟାପକଙ୍କ ଦୁର୍ବ୍ୟବହାର ଅଭିଯୋଗରେ ଛାତ୍ରୀ ଜଣକ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଏଫ୍ଏମ୍ ମହାବିଦ୍ୟାଳୟର ଗେଟ୍ ସମ୍ମୁଖରେ ଛାତ୍ରୀ…
Read More...
Read More...