Browsing Tag

Sushree

ରାଜଧାନୀରେ ପୁଣି ୧୬ ବର୍ଷର ନାବାଳକ ନିଖୋଜ; ମୈତ୍ରୀ ବିହାର ଥାନାରେ ଅଭିଯୋଗ କଲେ ପରିବାର

ଭୁବନେଶ୍ୱର : ରାଜଧାନୀରେ ପୁଣି ନାବାଳକ ନିଖୋଜ | ପୁଅ ନିଖୋଜ ନେଇ ଥାନାରେ ଅଭିଯୋଗ | ୪ ଦିନ ସ୍କୁଲ ନଯିବା କାରଣରୁ ଘରଲୋକ ଓ ଶିକ୍ଷକ ଗାଳି ଦେଇଥିଲେ | ଘର ଛାଡି ପଳାଇଲେ ୧୬ ବର୍ଷର ନାବାଳକ । ଭୁବନେଶ୍ୱର ମୈତ୍ରି ବିହାର ଅଂଚଳର ଯୋଗେଶ ବାଲାଜି ଗତକାଲିଠୁ ନିଖୋଜ ଅଛନ୍ତି । ସେ ଏଲେନ…
Read More...

ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି ।…
Read More...

କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ?

ନିରାଶ କରାଉଛି ୱେଷ୍ଟଇଣ୍ଡିଜର ପ୍ରଦର୍ଶନ । କାହିଁକି ଏତେ ଖରାପ ପ୍ରଦର୍ଶନ କରୁଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍ ? କଣ ରହିଛି କାରଣ ? କାହିଁକି ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟ ହୋଇପାରି ନାହିଁ ଏହି ଟିମ୍? ଯେଉଁଥି ପାଇଁ ପ୍ଲେୟର ଉଦାସ ଫ୍ୟାନ୍ସ ନିରାଶ । ବ୍ୟୁରୋ : ବିଶ୍ୱକପକୁ…
Read More...

ତାଳଧ୍ୱଜ ରଥ ଦଉଡ଼ି ଛିଣ୍ଡିବା ଘଟଣା, AIIMSରେ ଚିକିିତ୍ସାଧୀନ ଅବସ୍ଥାରେ ଭୋଇ ସେବକଙ୍କ ମୃତ୍ୟୁ

ଭୁବନେଶ୍ୱର : ତାଳଧ୍ୱଜ ରଥ ଟଣା ସମୟରେ ଘଟିଥିବା ଅଘଟଣା, ଦୁର୍ଘଟଣାରେ ଆହତ ହୋଇଥିବା ଭୋଇ ସେବାୟତ ନକୁଳ ଭୋଇଙ୍କର ଭୁବନେଶ୍ୱରର AIIMSରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି | ସୂଚନା ଅନୁସାରେ ଗତ ୨୮ ତାରିଖ ଦିନ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ…
Read More...

ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ; ସୁପାରି କଲେ ସୁପ୍ରିମକୋର୍ଟ କଲିଜିୟମ

କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ହେବେ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ର | ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର ଅଗଷ୍ଟରେ ଅବସର ନେବେ । ଏଣୁ ସୁପ୍ରିମକୋର୍ଟ କଲେଜିୟମ୍‌ ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ପାଇଁ ଜଷ୍ଟିସ୍‌ ଶୁଭାଶିଷ ତାଳପତ୍ରଙ୍କ ନାଁ…
Read More...

ନାବାଳକ ନିଖୋଜ ମାମଲା; ଘଟିଲା ବଡ ଅଘଟଣ

ଭୁବନେଶ୍ୱର : ନାବାଳକ ନିଖୋଜ ମାମଲା। ଘଟିଲା ବଡ ଅଘଟଣ। ନାବାଳକଙ୍କୁ ନେଇ ଆସୁଥିବା ଫର୍ଚୁନର ଗାଡ଼ି ହେଲା ଦୁର୍ଘଟଣାଗ୍ରସ୍ଥ। ଦଶପଲ୍ଲା - ବାଣୀଗୋଛା ରାସ୍ତାରେ ଓଲଟିଲା ପିଲା ଆସୁଥିବା କାର। ବାଣୀଗୋଛା ମେଡିକାଲ୍ ସ୍ଥାନାନ୍ତର ହୋଇଥିବା ମିଳିଛି ସୂଚନା। ଟିଟିଲାଗଡରୁ ଭୁବନେଶ୍ୱର ଆସୁଥିଲେ।…
Read More...

ଜାତୀୟ ମହିଳା ଚେସ୍‌ରେ ୪ ଓଡ଼ିଆ ଖେଳାଳି

ଗୁଜରାଟ : ଗୁଜରାଟରେ ଚାଲିଥିବା ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଚମକ ଜାରି ରଖିଛନ୍ତି। ଷଷ୍ଠ ରାଉଣ୍ଡ ସୁଦ୍ଧା ୪ ଜଣ ଓଡ଼ିଆ ପଦ୍ମିନୀ ରାଉତ, ସାଇନା ସାଲୋନିକା, କିରଣ ମନୀଷା ମହାନ୍ତି ଓ ୟାସିତା ରାଉତ (ସମସ୍ତେ ୪.୫ ପଏଣ୍ଟ) ଯୁଗ୍ମ ତୃତୀୟ ସ୍ଥାନରେ ରହିଛନ୍ତି। ତେବେ…
Read More...

IPL ଖେଳିବେ ପାକିସ୍ତାନୀ ଖେଳାଳି!

ବ୍ୟୁରୋ : ନିଜ ଦେଶ ଛାଡି ଆଇପିଏଲରେ ଖେଳିବେ ପାକିସ୍ତାନୀ ଖେଳାଳି । ଭାରତରେ ଜଲୱା ଦେଖାଇବେ ଖେଳାଳି । ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆପଣ ଭାବୁଥିବେ ଯେ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲ ଖେଳିବା ମନା । ଏଣୁ ଏହା କେମିତି ସମ୍ଭବ? ତେବେ ଜଣେ ପାକିସ୍ତାନୀ ଖେଳାଳି ଛାଡିବାକୁ ରାଜି…
Read More...

DN Group ଉପରେ IT ଚଢାଉ। ରାଜ୍ୟ ଓ ରାଜ୍ୟ ବାହାରୁ ୨୭ରୁ ଉର୍ଦ୍ଧ ସ୍ଥାନରେ ଚଢାଉ

ଭୁବନେଶ୍ୱର : DN Group ଉପରେ IT ଚଢାଉ। ରାଜ୍ୟ ଓ ରାଜ୍ୟ ବାହାରୁ ୨୭ରୁ ଉର୍ଦ୍ଧ ସ୍ଥାନରେ ଚଢାଉ ହଉଥିବା ନେଇ ମିଳିଛି ସୂଚନା। କେବଳ ରାଜଧାନୀରେ ୭ଟି ସ୍ଥାନରେ ହୋଇଛି ଚଢ଼ାଉ | ନୟାପଲ୍ଲୀ ସ୍ଥିତ DN Groupର ମୁଖ୍ୟ କାର୍ଯ୍ୟାଳୟ, ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ…
Read More...

ଘରେ ରଖନ୍ତୁ ମାଠିଆ ବା ସୁରେଇ

ବ୍ୟୁରୋ : ପୂର୍ବରୁ ଲୋକେ ଘରେ ମାଟିରେ ତିଆରି ମାଠିଆରେ ପାଣି ରଖି ପିଉଥିଲେ । ଏଣୁ ପ୍ରତ୍ୟକ ଲୋକଙ୍କ ଘରେ ମାଠିଆ ଦେଖିବାକୁ ମିଳୁଥିଲା । ବିଶେଷକରି ଗ୍ରୀଷ୍ମ ଦିନରେ ଲୋକେ ମାଠିଆ ପାଣି ପିଇବାକୁ ଭଲ ପାଆନ୍ତି । ଏହା କେବଳ ପାଣିକୁ ପ୍ରାକୃତିକ ଭାବେ ଥଣ୍ଡା କରେନି ବରଂ ଏହାର ସ୍ୱାସ୍ଥ୍ୟଗତ…
Read More...