Browsing Tag

Sushree

ଯିଏ ଅପରାଧ କରିଛି ସିଏ ଦଣ୍ଡିତ ହେବା ଉଚିତ – ଅମର ପ୍ରସାଦ ଶତପଥୀ

ଭୁବନେଶ୍ୱର : ବିଧାନସଭା ଗୃହରେ ଅମର ପ୍ରସାଦ ଶତପଥୀଙ୍କ ମନ୍ତବ୍ୟ | ଗୃହରେ ଯେଉଁ ପ୍ରସଙ୍ଗ ଆଲୋଚନା ହେଉଛି ତାହା ନିଶ୍ଚିତ ଭାବେ ସେନସେସନାଲ କେସ । ଅପରାଧୀଙ୍କୁ ସୁରକ୍ଷା ଦେବାର ଥିଲେ ଏଠି କିପରି ବାହାର ରାଜ୍ୟର ଅପରାଧୀଙ୍କୁ ଧରା ଯାଉଛି।  ରାଜ୍ୟର ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ…
Read More...

୧୧.୪୫ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଗୃହ କାର୍ଯ୍ୟ ୧୧.୪୫ ଯାଏଁ ମୁଲତବୀ । ଗୃହ କାର୍ଯ୍ୟ ସ୍ୱାଭାବିକ କରିବା ଲାଗି ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ବାଚସ୍ପତିଙ୍କ ଚ୍ୟାମ୍ବରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା, ସୁଦାମ…
Read More...

ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା | ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ‘ଓଡ଼ିଶା…
Read More...

ସୋମବାର ସକାଳ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ବର: ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ବିଧାନସଭାରେ ଶନିବାର ପାରିତ ହୋଇଯାଇଛି। ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ଦିନ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି…
Read More...

ଗଂଜାମ ଜିଲ୍ଲାରେ ସର୍ବାଧିକ ୪୧, ୨୦୧ଟି ସ୍ୱୟଂ ସହାୟକ ଗୋଷ୍ଠୀ ଥିବାବେଳେ ୪, ୨୮, ୮୫୯ ଜଣ ସଦସ୍ୟ ଅଛନ୍ତି

ଭୁବନେଶ୍ୱର : ରାଜ୍ୟରେ ମିଶନ ଶକ୍ତି ଦ୍ୱାରା ଯୋଡି ହୋଇଛନ୍ତି ୬, ୦୨, ୦୧୩ ଟି ସ୍ଵୟଂ ସହାୟକ ଗୋଷ୍ଠୀ । ଏଥିରେ ୭୦, ୦୦, ୦୧୦ ଜଣ ମହିଳା ସଦସ୍ୟ ଅଛନ୍ତି । ଗଂଜାମ ଜିଲ୍ଲାରେ ସର୍ବାଧିକ ୪୧, ୨୦୧ ଟି ସ୍ବୟଂ ସହାୟକ ଗୋଷ୍ଠୀଥିବାବେଳେ ୪, ୨୮, ୮୫୯ ଜଣ ସଦସ୍ୟ ଅଛନ୍ତି । କବିସୂର୍ଯ୍ୟନଗର…
Read More...

ଅପରାହ୍ନ 4 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ଆଉ ଏହି ତୃତୀୟ ଦିନରେ ମୂଳତବି ଆଲୋଚନା ସମୟରେ ଫସଲ ବୀମା ଯୋଜନା ସହ କୃଷି ଭିତିକ ଆଲୋଚନା ହୋଇଥିଲା | ପୁଣି ଅପରାହ୍ନ 4 ଟା ଯାଏଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ବିଜେପି ବିଧାୟକଙ୍କ…
Read More...

କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ବାଣ ବିସ୍ଫୋରଣରେ ତାଙ୍କ ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି…
Read More...

ରାଣୀ ପଣ୍ଡାଙ୍କ କାର୍‌ ଧକ୍କାରେ ବାଇକ ଆରୋହୀ ମୃତ

ଆଠଗଡ : ରାଣୀ ପଣ୍ଡାଙ୍କ କାର ଗତକାଲି ରାତିରେ ଏକ ବାଇକ୍ ସହ ଧକ୍କା ହୋଇଥିବା ସୂଚନା ମିଳିଛି। କଟକ ଜିଲ୍ଲା ଆଠଗଡ ବ୍ଲକ୍ ଅନ୍ତର୍ଗତ ଡାଲଖାଇ ଛକ ନିକଟରେ ଏକ ବାଇକ୍ ସହ ତାଙ୍କ କାର୍ ଧକ୍କା ହୋଇଥିଲା। ଏଥିରେ ବାଇକ ଚାଳକ ଜଣକ ଗୁରୁତର ଆହତ ହୋଇ ପଡ଼ିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା…
Read More...

ବିନା ଅନୁମତିରେ ଅମିତାଭଙ୍କ ନାଁ, ଫଟୋ, ସ୍ୱର ବ୍ୟବହାର ମନା

ନୂଆଦିଲ୍ଲୀ: ବଲିଉଡ୍‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାଁ, ଫଟୋ ଓ କଣ୍ଠସ୍ବରର ବେଆଇନ ବ୍ୟବହାର ରୋକିବା ଲାଗି ଆଜି ଦିଲ୍ଲୀ ହାଇକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରିଛନ୍ତି। ଜାରି କରିଥିବା ଆଦେଶରେ ଅଦାଲତ ଅଭିନେତା ବଚ୍ଚନଙ୍କ ବ୍ୟକ୍ତିତ୍ବ ଅଧିକାର ଦଖଲ କରିବାରୁ ନିବୃତ…
Read More...

ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

ଜୟପାଟଣ/ଅରୁଣ କୁମାର ସାହୁ : ବନପାହାଡ ଘେରା ହାଡ଼ସିଲ୍ ପୁରୁଣା ପଡ଼ା ଗ୍ରାମବାସୀଙ୍କ ପାଇଁ ସରକାର ଯୋଜନା ସାତ ସପନ । ସରକାର ଉପାନ୍ତ ଆଦିବାସୀ ଅଞ୍ଚଳର ଲୋକ ମାନଙ୍କ ପାଇଁ ବିଭିନ୍ନ ଯୋଜନା ମାନ କରୁଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଲୋକମାନଙ୍କ ପାଖକୁ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନ।…
Read More...