Browsing Tag

Sushree

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ରାଇରଙ୍ଗପୁର: ସାରା ଭାରତରେ  ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି  ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି ।ଆମ ଓଡ଼ିଶାରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି ।ଆଜି ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ ମସିହାରେ…
Read More...

ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ସବୁଜ ରଙ୍ଗର ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଉଛି ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ତେବେ ମୁଖୁଁଆମନ୍ତ୍ରୀ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧି ନବୀନ ନିବାସରେ…
Read More...

ମହିଳା ପ୍ରିମିୟର ଲିଗର ହେଲା ଟିମ୍ ଘୋଷଣା: ୧୨୯୦ କୋଟି ଟଙ୍କାରେ ମହିଳା ଆଇପିଏଲ ଟିମ କିଣିଲେ ଗୌତମ୍ ଅଦାନୀ

ମୁମ୍ବାଇ : ବିସିସିଆଇ ତରଫରୁ ଆୟୋଜିତ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ଏନେଇ ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକାଯାଇଥିବା କଥା କୁହାଯାଇଛି । ବିସିସିଆଇ ତରଫରୁ ଟ୍ୱିଟରରେ ଏହି ସୂଚନା ଦିଆଯାଇଛି । ଏହି ନିଲାମୀରେ ଅଦାନୀ ଗ୍ରୁପ୍…
Read More...

ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ୍ ପଦକ ପାଇବାକୁ ଓଡିଶାର ୨ ଜଣଙ୍କ ମଧ୍ୟରେ ଆଇପିଏସ୍ ଅଧିକାରୀ ଧିରେନ୍ଦ୍ର…

ଭୁବନେଶ୍ୱର : ସିଏମର ସ୍ୱତନ୍ତ୍ର ସଚିବ ଭାବରେ ପୋଷ୍ଟ ହେ।ଇଥିବା ୧୯୯୭- ବ୍ୟାଚ୍ ଆଇପିଏସ୍ ଅଧିକାରୀ ଧିରେନ୍ଦ୍ର ଏସ୍ କୁଟେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୋଲିସ ପଦକ ପାଇବାକୁ ଓଡିଶାର ଦୁଇଜଣଙ୍କ ମଧ୍ୟରେ ଅଛନ୍ତି । ଏକ ସରକାରୀ ପ୍ରକାଶନ ଅନୁଯାୟୀ, ଓଡିଶାର ଆଉ ଜଣେ କର୍ମଚାରୀ…
Read More...

ପରଲୋକରେ ଅଭିନେତା ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ

କଟକ : ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଳାନ୍ତ ଦାସ | ଲିଭର ଜନିତ ସମସ୍ୟା ନେଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଥିଲେ ଅକ୍ଲାନ୍ତ | ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୨୬ ବର୍ଷ…
Read More...

ସ୍ଥଗିତ ହେଲା ଦିଲ୍ଲୀ ନଗର ନିଗମ ବା ଏମସିଡିର ମେୟର ପଦ ପାଇଁ ନିର୍ବାଚନ

ନୂଆଦିଲ୍ଲୀ : ସ୍ଥଗିତ ହେଲା ଦିଲ୍ଲୀ ନଗର ନିଗମ ବା ଏମସିଡିର ମେୟର ପଦ ପାଇଁ ନିର୍ବାଚନ | ଆଜି ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ପରିଷଦଙ୍କ ଲଗାତର ଭାବେ ହୋହାଲ୍ଲା କାରଣରୁ ସଦନକୁ ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଆଜି ଦିଲ୍ଲୀ ନଗର ନିଗମର ମେୟର, ଉପ ମେୟର ଓ ସ୍ଥାୟୀ…
Read More...

ଓଡ଼ିଶାରେ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ

ଭୁବନେଶ୍ୱର : ଓଡ଼ିଶାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ କନିଷ୍ଟ ପୁତ୍ର ଅନନ୍ତ ଅମ୍ବାନୀ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଅନନ୍ତ ଅମ୍ବାନୀ ।  ବାହାଘର ପୂର୍ବରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ । ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ସେଠାରୁ ସେ ଭୁବନେଶ୍ଵର ଆସି ମୁମ୍ବାଇ ଫେରିଯିବେ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହେଲେ କ୍ରିକେଟର କେଏଲ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟି | ଦୀର୍ଘ ଦିନରୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ ବେଶ ଚର୍ଚା ଲାଗିରହିଥିଲା | କିନ୍ତୁ ଏବେ ହିନ୍ଦୁ ଋୀତିନୀତି ଅନୁଯାୟୀ ଆଥିୟା ଓ ରାହୁଲଙ୍କ ହାତଗଣ୍ଠି ପଡ଼ିଛି । ଆଉ ତାଙ୍କ ପ୍ରେମ ସମ୍ପର୍କ…
Read More...

ଡଟ୍ ଫେଷ୍ଟର ମଜ୍ଜା ନେଲେ ଭିକାରୀ, ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର

ଭୁବନେଶ୍ୱର : ଡଟ୍ ଫେଷ୍ଟ ସଂଧ୍ୟାରେ ଶିବମ୍ ମହାଦେବ ଏବଂ ସିଦ୍ଧାର୍ଥ ମହାଦେବନଙ୍କ ଉଚ୍ଚାଙ୍ଗ କଣ୍ଠ ସଂଗୀତ ସାଙ୍ଗକୁ ଦର୍ଶକଙ୍କ ଝୁମିବା ସାଙ୍ଗରେ ଝୁମିଥିଲେ ସହରର ସ୍ୱତନ୍ତ୍ର ବର୍ଗ । ସମସ୍ତଙ୍କୁ ଆନନ୍ଦ ଉଲ୍ଲାସର ଆବଶ୍ୟକତା ରହିଛି । ସବୁ ବର୍ଗଙ୍କ ପାଇଁ ଡଟ୍ ଫେଷ୍ଟ ହୋଇଛି ଏବଂ ସମସ୍ତେ…
Read More...

ବାବା ମହାକାଳଙ୍କୁ ଦର୍ଶନ କଲେ ଭାରତୀୟ ଖେଳାଳି, ପନ୍ତଙ୍କ ପାଇଁ କଲେ ପ୍ରାର୍ଥନା

ନୂଆଦିଲ୍ଲୀ : ଉଜ୍ଜେନର ମହାକାଳ ମନ୍ଦିରରେ ପହଞ୍ଚିଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳି । ସୂର୍ଯ୍ୟକୁମାର ଯଦବ, ଓ୍ଵାଂଶିଟନ ସୁନ୍ଦର ଏବଂ କୁଲଦୀପ ଯାଦବଙ୍କ ସହିତ ସପୋର୍ଟ ଷ୍ଟାଫ ମଧ୍ୟ ମନ୍ଦିରକୁ ଦର୍ଶନ ପାଇଁ ଯାଇଛନ୍ତି । ଭାରତ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ପୂର୍ବରୁ ମହାକାଳ ମନ୍ଦିର…
Read More...