Browsing Tag

Sushree

ଅବସର ପ୍ରାପ୍ତ କୃଷି ଅଧିକାରୀ ଏବଂ ସମାଜସେବୀ ଲକ୍ଷ୍ମୀଧର ନାୟକଙ୍କୁ ସମ୍ବର୍ଦ୍ଧିତ

ସାଲେପୁର/ତାରାକାନ୍ତ ନାୟକ : କଟକ ଜିଲ୍ଲା ସାଲେପୁର ବ୍ଲକ୍ ବାଲିସାହି ଗ୍ରାମର ଅବସର ପ୍ରାପ୍ତ କୃଷି ଅଧିକାରୀ ଲକ୍ଷ୍ମୀଧର ନାୟକ ଙ୍କୁ ପବିତ୍ର ଜାଗର ଅମାବାସ୍ୟାରେ ସାଲେପୁର ରାମାୟଣ ପ୍ରଚାରିଣୀ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ସେ ଜଣେ ବହୁମୁଖି ପ୍ରତିଭାର ଅଧିକାରୀ। ରଘବପୂର୍…
Read More...

ମୈତ୍ରୀ ବିହାର ଥାନା ପୋଲିସ ହାତରେ ହାତୀ ଦାନ୍ତ ଚୋରା ଚାଲାଣକାରି

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ପୋଲିସ ହାତରେ ହାତୀ ଦାନ୍ତ ଚୋରା ଚାଲାଣକାରି | ଦୁଇ ହାତୀ ଦାନ୍ତ ଚୋରା ଚାଲାଣକାରିଙ୍କୁ ଗିରଫ କଲା ପୋଲିସ | ସନ୍ଧ୍ୟା ପାଟ୍ରୋଲିଙ୍ଗ ସମୟରେ ଖବର ପାଇ ସୈନିକ ସ୍କୁଲ ନିକଟରେ ବ୍ଲକିଙ୍ଗ କରି ଧରିଲା ପୋଲିସ | 3କିଲୋ ଓଜନର ଖଣ୍ଡେ ହାତୀ ଦାନ୍ତ ଜବତ | 3ଟି…
Read More...

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳ

ସମ୍ବଲପୁର : ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା | ତେବେ ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଦୁହିଁଙ୍କ ନିର୍ବନ୍ଧ ନିରାଡ଼ମ୍ବର ସହ ହୋଇଛି | ଏଥିରେ…
Read More...

ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟମ୍ୟାଚରେ ଭାରତର ବୃହତ ବିଜୟ

ନୂଆଦିଲ୍ଲୀ: ଭାରତ ବନାମ ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟମ୍ୟାଚରେ ଭାରତର ବୃହତ ବିଜୟ | ଅଶ୍ୱିନୀ ଓ ଜାଡେଜାଙ୍କ ବୋଲିଂ ଆଗରେ ଫେଲ ମାରିଲା ଅଷ୍ଟ୍ରେଲିଆ ଟିମ | ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌-ଗାଭାସ୍କର୍‌ ଟ୍ରଫି’ର ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ର ଆଜି ତୃତୀୟ…
Read More...

ପଦ୍ମପୁର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ : ମୁଁ ନୃସିଂହନାଥଙ୍କ ପାଖରେ ପ୍ରାର୍ଥନା କରୁଛି…

ପଦ୍ମପୁର : ପଦ୍ମପୁର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ | ଉପ ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତିକୁ ମନେ ପକାଇଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କହିଲେ, ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଆସି ଅନେକ ପ୍ରତିଶ୍ରୁତି…
Read More...

ବର୍ଷକ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା: ନବୀନ କହିଲେ, ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ

ପଦ୍ମପୁର : ବର୍ଷକ ମଧ୍ୟରେ ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ଝାରବନ୍ଧରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୁଣି ଝାରବନ୍ଧକୁ ଆସି ବହୁତ ଖୁସି। ଲୋକଙ୍କ ସ୍ନେହଶ୍ରଦ୍ଧା ମୋତେ ଅଭିଭୂତ…
Read More...

ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭିନ୍ନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

ପଦ୍ମପୁର : ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉପନିର୍ବାଚନରେ ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ନିର୍ବାଚନମଣ୍ଡଳୀକୁ ଶୀଘ୍ର ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହାକୁ ପୂରଣ କରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଆଜି ପଦ୍ମପୁର ଗସ୍ତ କରିଛନ୍ତି । ସବୁଠି…
Read More...

ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର : ଭୁବନେଶ୍ୱରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସନ୍ଧ୍ୟାରେ ଦୁଇ ଦିନିଆ ଓଡିଶା ଗସ୍ତରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି…
Read More...

ଆଜିଠାରୁ ଦ୍ବିତୀୟ ଟେଷ୍ଟ: କୋଟଲାରେ ଭାରତ ୩୬ ବର୍ଷ ହେବ ଟେଷ୍ଟ୍ ମ୍ୟାଚ୍‌ ହାରିନାହିଁ

ନୂଆଦିଲ୍ଲୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫି ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ। ନୂଆଦିଲ୍ଲୀରେ ୨୦୧୭ରେ ଶେଷ ଥର ପାଇଁ ଏକ ଟେଷ୍ଟ୍ ଖେଳା‌ଯାଇଥିବା ବେଳେ ଦ୍ବିତୀୟ ପାଳିରେ ଶ୍ରୀଲଙ୍କା ୧୦୦ରୁ ଊର୍ଧ୍ବ ଓଭର ବ୍ୟାଟିଂ କରିଦେବାରୁ ମ୍ୟାଚ୍‌…
Read More...

ସୋହିନି ଓ ଆରାଧ୍ୟାଙ୍କୁ ସମ୍ବର୍ଦ୍ଧନା କଲା ଓଟିଏ

ଭୁବନେଶ୍ୱର : ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ୨୦୨୨ ରେ ସ୍ଵର୍ଣ୍ଣ ପଦକ ବିଜେତା ସୋହିନୀ ଓ ଆରାଧ୍ୟାଙ୍କୁ ଓଡ଼ିଶା ଟେନିସ୍ ସାଙ୍ଗ ତରଫରୁ ୨୫୦୦୦ ଲେଖାଏ ଅର୍ଥ ରାଶିରେ ସମ୍ବର୍ଦ୍ଧନା କରାଯାଇଛି। ସୋହିନୀ ଓ ଆରାଧ୍ୟା ଫାଇନାଲରେ ମଧ୍ୟ ପ୍ରଦେଶର ଅମିଶି ଓ ପେହଲଙ୍କୁ ହରାଇ ଟେନିସ୍ ରେ ଓଡ଼ିଶା ପାଇ…
Read More...