୧୧ ହଜାର ଋଷୀୟ ସେନାଙ୍କୁ ନିହତ କରିଛି ୟୁକ୍ରେନ ସୈନ୍ୟ
ମାରିଓପଲ୍: ଯୁଦ୍ଧରେ ରୁଷିଆର ବଡ଼ କ୍ଷତି ଘଟାଇଥିବା ଦାବି କଲା ୟୁକ୍ରେନ । ୧୧ ହଜାର ରୁଷୀୟ ସୈନ୍ୟଭ୍କୁ ମାରିଥିବା ଆଜି ଦାବି କରିଛି ୟୁକ୍ରେନ୍ । ତେବେ ୧୧ ହଜାର ଯବାନଙ୍କ ସହିତ ୨୯୦ ଟ୍ୟାଙ୍କ୍ ମଧ୍ୟ ଉଡାଇଥିବା ଦାବି କରିଛି । ରୁଷିଆର ୪୬ଟି ଲଢ଼ୁଆ ବିମାନ ମଧ୍ୟ ଖସାଇଥିବା ଦାବି କରିଛି…
Read More...
Read More...