କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା
ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ପରିଶରରେ ଜାରି ହୋଇଛି ୧୪୪ ଧାରା । ସୂର୍ଯ୍ୟମନ୍ଦିର ନିକଟରେ ଥିବା ଉଠାଦୋକାନୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖାଦେବାରୁ ୧୪୪ ଧାରା ଜାରି କରିଛି ପ୍ରଶାସନ ।
ସୂଚନା ଅନୁଯାୟୀ, ଗତ ୧୨ ତାରିଖରେ ମନ୍ଦିରର ଉଭୟ ପାଶ୍ୱର୍ରେ ଥିବା ଉଠାଦୋକାନୀ ମାନଙ୍କ ମଧ୍ୟରେ…
Read More...
Read More...