ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟ କୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଧନ୍ୟବାଦ
ଟିମ୍ ଇଣ୍ଡିଆ ୨୦୨୬ ଟି୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଛି । ସେମାନେ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟି୨୦ ସିରିଜରେ ସେମାନଙ୍କର ପ୍ରସ୍ତୁତି ଦେଖାଇ ସାରିଛନ୍ତି, ଏବଂ ଏବେ ଫେବୃଆରୀ ୪ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍ ରେ ବାକି କାମ ସମାପ୍ତ କରିବେ। ଫେବୃଆରୀ ୭…
Read More...
Read More...