ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ଫଳ ବଣ୍ଟନ ବା ସହ ଆଶୁଆରୋଗ୍ୟ କାମନା କଲେ କ୍ୟାପଟେନ ମନ୍ମଥ
ଜଟଣୀ : ଆଜି ଜଟଣୀ ମାଟିର ମଉଡମଣୀ ସଭିଙ୍କର ପ୍ରିୟ ମାନ୍ୟବର ଜଟଣୀର ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଙ୍କ ୮୦ତମ ଜନ୍ମଦିନ । ଏହି ଉପଲକ୍ଷେ, ତାଙ୍କ କନିଷ୍ଠ ପୁତ୍ର ଯଥା ଜଟଣୀ ନାଗରିକ କମିଟି ର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ ଜଟଣୀର ବିଭିନ୍ନ ସରକାରୀ ଓ ବେସରକାରୀ…
Read More...
Read More...