ୟୁଟୁବର ରଣବୀର ଆହ୍ଲାବାଦିଆଙ୍କୁ କଡା ଭତ୍ସନା କଲେ ଉଚ୍ଚ ନ୍ୟାୟାଳୟ…
ବଢୁଛି ୟୁଟୁବର ରଣବୀର ଆହ୍ଲାବାଦିଆଙ୍କ ବିବାଦ । ବାପା ମାଙ୍କୁ ନେଇ ଅଶ୍ଲୀଳ ମଜାକ କରିବା ତାଙ୍କୁ ମହଙ୍ଗା ପଡିଛି । ବିଭିନ୍ନ ରାଜ୍ୟରେ ତାଙ୍କ ବିରୋଧରେ ମମଲା ରୁଜ୍ଜୁ ହେବା ପରେ ଏହାକୁ ବାତିଲ କରିବାକୁ ଯାଇ ରଣବୀର ସୁପ୍ରିମ କୋର୍ଟରେ ପହଞ୍ଚିଥିଲେ । ଏବଂ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ…
Read More...
Read More...