Browsing Tag

Supplementary Examination

ସପ୍ଲିମେଣ୍ଟାରୀ ପରିକ୍ଷା ପାଇଁ ଆଜି ଠାରୁ ଅବେଦନ ପକ୍ରିୟା ଆରମ୍ଭ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ଦେଇପାରିବେ ସପ୍ଲିମେଣ୍ଟାରୀ ପରିକ୍ଷା । ସେଥିପାଇଁ ଆଜି ଠାରୁ କରିପରିବେ ଫର୍ମଫୀଲପ । ମାଟ୍ରିକରେ ଯେଉଁ କୌଣସି କାରଣରୁ ଦେଇପାରିନଥିବେ କିମ୍ବା ପରୀକ୍ଷା ଦେଇ ଫେଲ ହୋଇଥିବେ ତେବେ ସପ୍ଲମେଣ୍ଟାରୀ ପରୀକ୍ଷା ଦେଇପାରିବେ । ଛାତ୍ରଛାତ୍ରୀମାନେ ଆଜି ଠାରୁ ଜୁନ ୧…
Read More...

ଡ୍ରପ ଆଉଟ ନେଇ ପ୍ରସଙ୍ଗ ଉଠାଇବା ପରେ ଉତ୍ତର ରଖିଲେ ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇପାରିବେ ଡ୍ରପଆଉଟ ପିଲା । ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରି ପରୀକ୍ଷାର ବ୍ୟବସ୍ଥା କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ବିଧାନସଭାରେ ବିବୃତି ରଖିବା ପାରେ ଗୃହରେ ଏହାକୁ ନେଇ ଉତେଜନା ଦେଖାଦେଇଥିଲା । ଗତକାଲି ବିରୋଧୀ ଏହି…
Read More...