ଭିଜିଲାନ୍ସ ଜାଲରେ ସୁପର ଭାଇଜର: ସବସିଡ୍ ଟଙ୍କା ରିଲିଜ୍ ପାଇଁ ମାଗୁଥିଲେ ଲାଞ୍ଚ
ପୁରୀ: ଭିଜିଲାନ୍ସ ଜାଲରେ ଫସିଛନ୍ତି ଡିଆଇସି ଅଫିସର ସୁପର ଭାଇଜର। ଖଦି ଓ ଗ୍ରାମ୍ୟ ଉଦ୍ୟୋଗ ବିଭାଗର ସୁପର ଭାଇଜର ନାରାୟଣ ପଟ୍ଟନାୟକ, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ଟିମ୍ । ରତ୍ନାକର ସାହୁଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…
Read More...
Read More...