ସିବିଆଇ ପଞ୍ଝାରେ ଡାକ ବିଭାଗ ଇନ୍ସପେକ୍ଟର
ସୁନ୍ଦରଗଡ: ମାତ୍ର ୫ହଜାର ଟଙ୍କା ଲାଞ୍ଚ ନେଇ ଅଡ଼ୁଆରେ ଡାକ ବିଭାଗ ଇନ୍ସପେକ୍ଟର । ଗ୍ରାମୀଣ ଡାକ ସେବକଙ୍କ ବକେୟା ଦରମା ବିଲ ପାସ କରିବା ପାଇଁ ମାତ୍ର ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସୁନ୍ଦରଗଡ ମୁଖ୍ୟ ଡାକଘର ନର୍ଥ ଡିଭିଜନ ଇନସ୍ପେକ୍ଟର ଉଜ୍ୱଳ କୁମାର । ଏନେଇ ସଂପ୍ରକ୍ତ ଡାକ ସେବକ ସିବିଆଇ…
Read More...
Read More...