Browsing Tag

Sujit Dhal

ବବି ମାଲେମାଲ ବିଜେଡି ଚିତପଟାଙ୍ଗ

• ବବିଙ୍କ ଫଟୋ ଡୁବାଇଲା ବିଜେଡିକୁ • ବିଜେଡି ଇତିହାସର ସବୁଠୁ ଦୁର୍ବଳ ସାଂଗଠନିକ ସମ୍ପାଦକ ହୋଇଗଲେ ବବି • ବ୍ଲାକରୋଜ ଓ ଅନେକ ଲୁଟର ଗୁମର ଖୋଲିବା ଭୟରେ ନିଦ ନାହିଁ ବବିଙ୍କୁ • ଚିନ୍ତାରେ ବବି କରିବେ କଣ ନେବେକି କିଛି କଠୋର ନିଷ୍ପତ୍ତି ? ବ୍ୟୁରୋ : ୨୦୨୪ ନିର୍ବାଚନରେ…
Read More...

ସରକାରଙ୍କୁ ଜଗିବେ ନବୀନଙ୍କ ଛାୟା ମନ୍ତ୍ରୀ ମଣ୍ଡଳ, ୫୦ ବିଧାୟକ ଜଗିବେ ୪୦ ବିଭାଗ

ଭବନେଶ୍ୱର : ବିରୋଧୀ ଦଳ ପାଇଁ ନୂଆ ମଡେଲ ଆଣିଲେ ନବୀନ | ରାଜ୍ୟରେ ବିଜେପି ସରକାରକୁ ଜଗିବା ପାଇଁ ନବୀନ ଗଢିଲେ ଛାୟା ମନ୍ତ୍ରୀ ମଣ୍ଡଳ | ଆସନ୍ତା 22 ତାରିଖରେ ଆରମ୍ବ ହେବାକୁ ଯାଉଛି ବିଧାନସଭା | ଏହା ପୂର୍ବରୁ ଦଳର ୫୦ ବିଧାୟକଙ୍କୁ ବାଣ୍ଟିଛନ୍ତି ସରକାରଙ୍କ ବିଭିନ୍ନ ବିଭାଗ। ବିଧାୟକମାନେ…
Read More...

ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ପୁରୀ: ପୁରୀ ଜିଲ୍ଲା ନିମାପଡ଼ାର ମା ପୂର୍ଣ୍ଣେଶ୍ବରୀ ମନ୍ଦିରରୁ କାକଟପୁର ମଙ୍ଗଳା ମନ୍ଦିର ଯାଏ ଐତିହ୍ୟ ପଦଯାତ୍ରା କରୁଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା | ସେ ଆଜି ସକାଳେ ମା ପୂର୍ଣ୍ଣେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଶତାଧିକ ଲୋକଙ୍କ ସହ କାକଟପୁର ମଙ୍ଗଳା ମନ୍ଦିର ଯାଏ…
Read More...

T-20 ପରେ ଆଇପିଏଲ୍‌ରୁ ବିଦାୟ ନେବେ କି ହିଟ୍‌ମ୍ୟାନ୍ ?

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୪ ଚାମ୍ପିଅନହୋଇଛି ଭାରତ | ଏହାପରେ ଅନ୍ତରାଷ୍ଟ୍ରୀୟ ଟି-୨୦ରୁ ଅବସର ନେଇଛନ୍ତି କ୍ୟାପଟେନ ରୋହିତ ଶର୍ମା । ହେଲେ ଏବେ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ, କଣ ଆଇପିଏଲରୁ ବି ବିଦାୟ ନେଇଯିବେ କି ହିଟ ମ୍ୟାନ | ବର୍ତ୍ତମାନ ରୋହିତ ତାଙ୍କ…
Read More...

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ଦରକାର : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର : ସାମଗ୍ରିକ ବିକାଶ ପାଇଁ ମାଷ୍ଟର ପ୍ଲାନ | ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ସାମ୍ବାଦିକ ସମ୍ମିଳନୀ | ତେବେ ହାଇକୋର୍ଟ ବେଞ୍ଚ ଆବଶ୍ୟକତା ନେଇ ବହୁବର୍ଷ ହେଲା ପଶ୍ଚିମ ଓଡ଼ିଶାବାସୀ ଦାବି କରି ଆସୁଛନ୍ତି | ଏଣୁ ଏହାର…
Read More...

ବିଧାୟକ ହେଉହେଉ ଆକ୍ସନମୋଡରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ

ଜଗତସିଂହପୁର : ବିଧାୟକ ହେଉହେଉ ଆକ୍ସନମୋଡରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ । ହସ୍ପିଟାଲର ଅବ୍ୟବସ୍ଥା ଦେଖି ଡାକ୍ତରଙ୍କୁ ତାଗିଦ କଲେ ଵିଧାୟକ। ସୂଚନା ଅନୁସାରେ ଆଜି ସକାଳୁ ହାଠାତ୍ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ଥିଲେ ବିଧାୟକ ଅମରେନ୍ଦ୍ର ଦାସ । ଏଠି ଚାଲିଥିବା ରୋଗୀ…
Read More...