ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଜୀବନ ହାରିଲେ ସ୍ୱାମୀ
ବାହା ହେବାକୁ ଡରିଲେଣି ଯୁବପିଢୀ । ଅସହ୍ୟ ହେଉଛି ପତ୍ନୀଙ୍କ ନିର୍ଯ୍ୟାତନା । ଆଉ ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି କିଛି ବିବାହିତ ଯୁବକ । ଗତ କିଛିଦିନ ତଳେ ସ୍ତ୍ରୀ ଓ ଶ୍ୱଶୁର ଘର ନିର୍ୟାତନା ସହି ନ ପାରି ବେଙ୍ଗାଲୁରୁରେ ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ…
Read More...
Read More...