ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ଘଟି ତିନି ପୋଲିସ କର୍ମଚାରୀଙ୍କ ମୃତ୍ୟୁ
ଇସଲାମାବାଦ-: ଭାରତ ସହ ଚାରି ଦିନର ସଂଘର୍ଷ ପରେ ନତମସ୍ତକ କରିଥିବା ପାକିସ୍ତାନ ନିଜ ଘରେ ମଧ୍ୟ ଆକ୍ରମଣର ଶିକାର ହେଉଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ରାଜଧାନୀ ପେଶାୱରରେ ରବିବାର ରାତିରେ ଏକ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସବ-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ପୋଲିସ…
Read More...
Read More...