ଛୁଆ ଚୋରକୁ କାବୁ କଲେ ଗ୍ରାମବାସୀ
ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅଞ୍ଚଳରେ ମାତିଛନ୍ତି ଛୁଆ ଚୋର । ଛୁଆ ଚୋରକୁ କାବୁ କରି ହାତ ଗୋଡ ବାନ୍ଧି ନିସ୍ତୁକ ପିଟିଲେ ଗାଁ ଲୋକେ । ଛୁଆକୁ ଚୋରଠାରୁ ଉଦ୍ଧାର କଲା ସମୟରେ ଚୋରର ଟାଙ୍ଗିଆ ଚୋଟରେ ଜଣେ ଯୁବକ ଆହତ । ଯଶୀପୁର ଥାନା କେଣ୍ଡୁମୁଣ୍ଡି ଗାଆଁରୁ ଛୁଆ ଚୋରକୁ ଗିରଫ…
Read More...
Read More...