Browsing Tag

SUDESNA JANA

ପ୍ରଥମ ଥର ଏକାଠି ନଜର ଆସିବେ କାର୍ତ୍ତିକ-ଶ୍ରଦ୍ଧା

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଶ୍ରଦ୍ଧା କାପୁର ପ୍ରଥମ ଥର ସ୍ପୋର୍ଟସ ଫିଲ୍ମ ‘ଚନ୍ଦୁ ଚାମ୍ପିୟନ୍’ ଏକାଠି ନଜର ଆସିବେ । ସିନେମାରେ କାର୍ତ୍ତିକ ମୁଖ୍ୟ ନାୟକ ଭାବେ ଘୋଷଣା ହୋଇଥିବା ବେଳେ , ନାୟିକା କିଏ ହେବ ଜଣାପଡି ନଥିଲା । ବର୍ତ୍ତମାନ ଜଣା ପଢିଛି ନାୟିକା ଭାବେ…
Read More...

୪୯୭ କୋଟିର ମାଲିକାଣୀ ଦୀପିକା ପାଦୁକୋନ୍

ଦୀପିକା ପାଦୁକୋନ୍ ହେଉଛନ୍ତି ବଲିଉଡର ସବୁଠୁ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ । ସେ ୨୦୦୭ରେ ‘ଓମ୍ ଶନ୍ତି ଓମ୍’ ପିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ସୁପର ଡୁପର ହିଟ ହୋଇଥିଲା ।ଏହାପରେ ଦୀପିକା ପଛକୁ ଦେଖି ନଥିଲେ । ଦୀପିକା ତାଙ୍କ କ୍ୟାରିୟରରେ ଗୋଟିଏ…
Read More...

ସେବାୟତ ବେଶରେ ରଥ ଉପରେ ଅଣସେବାୟତ

ପୁରୀ: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାବେଳେ ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ରଥ ଉପରେ ରିଲ ତିଆରି କରି ସେସିଆଲ ମିଡିଆରେ ଛାଡିଛନ୍ତି ଜଣେ ଅଣସେବାୟତ । ଏହାର ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ…
Read More...

ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ସାଧାରଣ ବୈଠକ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର  ସପ୍ତମ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛିଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ  ସପ୍ତମ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକକୁ ଗୋଷ୍ଠିଉନ୍ନୟନ ଅଧିକାରୀ…
Read More...

ରାଜ୍ୟରେ ଲୋକକଳା କଳାକାରମାନଙ୍କ ପାରିଶ୍ରମିକ, ପ୍ରସାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ

ଭୁବନେଶ୍ବର : ରାଜ୍ୟରେ ଲୋକକଳାର ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ପ୍ରଗତିଶୀଳ ପଦକ୍ଷେପ ନେଇଛନ୍ତି ।  ୨୦୦୯  ମସିହାରୁ ବ୍ଲକ୍‌ ଠାରୁ ଆରମ୍ଭ କରି ଜିଲ୍ଲା  ତଥା ରାଜ୍ୟସ୍ତର ପର୍ଯ୍ୟନ୍ତ କଳାକାର ମାନଙ୍କ ସଂଘ ଗଠନ କରାଯାଇଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ,  ଓଡ଼ିଆ ଭାଷା, ସାହିତ୍ୟ ଓ…
Read More...

ଦରବୃଦ୍ଧି ପାଇଁ ପିଜା ବର୍ଗରରୁ ଗାଏବ ହେଲା ଟମାଟୋ

ନୂଆଦିଲ୍ଲୀ:ରୋଷେଇ କରିବା ବେଳେ ଟମାଟେର ବ୍ୟବହାର କରାଯାଏ ଫଳରେ ତରକାରୀ ସୁସ୍ୱାଦୁ ହୋଇଥାଏ । ଏବେ ଟମାଟୋ ଦର ସମଗ୍ର ଦେଶରେ ଆକାଶଛୁଆଁ ହୋଇଛି । ସେଥିପାଇଁ ରୋଷେଇ ଘରୁ ଅଦୃଷ୍ୟ ହେଇଯାଉଛି ଟମାଟୋ । କେବଳ ରୋଷେଇ ଘରୁ ନୁହେଁ ହୋଟେଲ ଏବଂ ରେସ୍ତେରାଁଗୁଡିକରେ ଏବେ ପିଜା ବର୍ଗର ଓ ରାପ୍ସରୁ…
Read More...

କଟକ, ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

ପ୍ରକାଶ ପାଇଲା +2 କଟଅଫ ତାଲିକା

ଭୁବନେଶ୍ୱର: ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ ତାଲିକା । ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଛାତ୍ରଛାତ୍ରୀଙ୍କ ପାଖକୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ୪ଲକ୍ଷ ୧୨ହଜାର ପିଲାଙ୍କ ତାଲିକା ପ୍ରକାଶ । ୧୯ ତାରିଖରେ ଆସିବ ଦ୍ୱିତୀୟ କଟଅଫ…
Read More...

ଅଲମ୍ପିକ ବିଜେତାଙ୍କୁ କ୍ରୀଡାମନ୍ତ୍ରୀଙ୍କ ପୁରସ୍କାର

ଭୁବନେଶ୍ୱର: ବର୍ଲିନରେ ଅନୁଷ୍ଠିତହୋଇଥିଲା ଗ୍ରୀଷ୍ମକାଳୀନ ବିଶ୍ୱ ଅଲମ୍ପିକ( ୨୦୨୩) ।ଏହି ଖେଳରେ ଓଡିଶାରୁ ଖେଳି ପଦକ ଜିତିଥିବା ଖେଳାଳିଙ୍କୁ ସୁବେଛା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ । ଯେଉଁମାନେ ପଦକ ଜିତିଛନ୍ତି ତାଙ୍କୁ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା ନଗଦ ପୁରସ୍କାର ପ୍ରଦାନ…
Read More...

ଯାତ୍ରୀ ବାହି ବସ ଓଲଟି ଜଣେ ମୃତ ୧୫ ଆହତ

ଭଦ୍ରକ : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ପୁଣି ଏକ ବସ ଦୁର୍ଘଟଣା ଘଟିଛି । ଭଦ୍ରକରୁ ବାସୁଦେବପୁର ଆସିବା ବେଳେ ଓଲଟି ପଡିଛି ଯାତ୍ରୀବାହି ବସ । ଫଳରେ ଜଣେ ମୃତ ୧୫ ଆହତ ହୋଇଥିବା ସୂଚନା ମିଳିଛି ।ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାବରଙ୍ଗ ଛକର ରାସ୍ତା ପାଶ୍ୱର୍ରେ…
Read More...