Browsing Tag

SUDESNA JANA

ପୂଜାରାଙ୍କ ସହ ଯାହାହେଲା ଠିକ ହେଲାନି : ହରଭଜନ ସିଂ

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ କାଳିରୁ ଆରମ୍ଭ ହେଉଛି । ଏହି ଟେଷ୍ଟ ସିରିଜରେ ଭାରତୀୟ ଦଳରେ ପୂଜାରା ଖେଳିବେ ନାହିଁ । ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପର ଫାଇନାଲରେ ମୁକାବିଲାରେ ଖରାପ ପ୍ରଦର୍ଶନ ପରେ ପୂଜାରାଙ୍କୁ ଟେଷ୍ଟ ଦଳରୁ ବାଦ…
Read More...

ଟେଷ୍ଟ ସିରିଜ ପାଇଁ ସନ୍ଧ୍ୟା ସାଢେ ୭ରେ ଆରମ୍ଭ ହେବ ମ୍ୟାଚ

ଆସନ୍ତାକାଲିରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଟିମ୍‌ ଇଣ୍ଡିଆ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛି । ପ୍ରଥମେ ଦୁଇଟି ଟେଷ୍ଟ,ପରେ ଦିନିକିଆ ଏବଂ ତା’ ପରେ ଟି-୨୦ ସିରିଜ ଖେଳାଯିବ । ଟିମ୍‌ ଇଣ୍ଡିଆ ପ୍ରସ୍ତୁତି କରିସାରିଛି । ଭାରତ ଏବଂ ୱେଷ୍ଟଇଣ୍ଡିଜ…
Read More...

ଅଶ୍ୱିନ ଏବଂ ଦ୍ରାବିଡଙ୍କୁ GOAT କହିଲେ ଜାଡେଜା

ଆସନ୍ତାକାଲିରୁ ଟିମ ଇଣ୍ଡିଆ ୱେଷ୍ଟଇଣ୍ଡିଜରେ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ । ଏଥିପାଇଁ ଟିମ ଇଣ୍ଡିଆ ଅଭ୍ୟାସ ମ୍ୟାଚ ଖେଳୁଛି । ଅଭ୍ୟାସ ମ୍ୟାଚର ଏକ ଫଟୋ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରିଛନ୍ତି ।ଯେଉଁଥିରେ ସେ ନିଜକୁ ଘୋଡା ଏବଂ ଅଶ୍ୱିନ-ଦ୍ରାବିଡଙ୍କୁ…
Read More...

ଅନୂସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା

ଭୁବନେଶ୍ୱର: ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ଦିଆଯିବ ଆର୍ଥିକ ସହାୟତା । ଚଳିତ ଶିକ୍ଷା ବର୍ଷରୁ ସରକାରୀ ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ଅନୁସୂଚିତ ଜାତି ଜାନଜାତିର ଛାତ୍ରଛାତ୍ରୀ ଏକକାଳୀନ ୫୦ ହଜାର ଟଙ୍କାର ସହାୟତା ଦିଆଯିବ । ଜନଜାତି…
Read More...

ଗଞ୍ଜାମର ଜିଲ୍ଲାର ୧୧ ଶିକ୍ଷାନୁଷ୍ଠାନ ଚେହେରା ବଦଳିବ, ଖର୍ଚ୍ଚ ହେବ ୯ କୋଟି

ଭୁବନେଶ୍ୱର: ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତୀକରଣ । ଉଚ୍ଚଶିକ୍ଷାନୁଷ୍ଠାନରେ ହେବ ସର୍ବାଙ୍ଗୀନ ଉନ୍ନତି । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ । ଉତ୍ତମମାନର ଲାବରୋଟୋରୀ ସାଙ୍ଗକୁ ଉନ୍ନତ ଶ୍ରେଣୀଗୃହରେ ପିଲାମାନେ ପାଠ…
Read More...

ବିବେକ ଏକ୍ସପ୍ରେସରୁ ବାହାରିଲା ଧୂଆଁ

ବ୍ରହ୍ମପୁର: ଟ୍ରେନରୁ ବାହାରିଲା ଧୂଆଁ । ବିବରୁଗଡା କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଛି । ଧୂଆଁ ଦେଖି ଭୟରେ ଟ୍ରେନରୁ ଓହ୍ଲାଇ ପଡ଼ିଛନ୍ତି ଯାତ୍ରୀ । ଟ୍ରେନର ବ୍ରେକ୍ ପାଖରେ କିଛି ଅଖା ଲାଗି ଯାଇଥିଲା । ଯେଉଁଥି ପାଇଁ ଟ୍ରେନରୁ ଧୂଆଁ ବାହାରୁଥିଲା ।…
Read More...

ଗୋଲାମୁଣ୍ଡା ପୋଲିସ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି: ଏହି ଅବସରରେ ଗୋଲାମୁଣ୍ଡା ଠାକୁରାଣୀ ମନ୍ଦିର ଓ ବିଶ୍ରାମ ଗାର ନିକଟରେ  ପଡି ରହିଥିବା ଅଳିଆ ଆବର୍ଜନା ଗୁଡିକକୁ ପରିଷ୍କାର କରାଯାବା ସହ ଘାସ ସଫା କରାଯାଇଛି । ଆୟୋଜିତ ସଫେଇ କାଯ୍ୟକ୍ରମରେ ଅତିଥି  ଭାବରବେ  ଯୋଗ ଦେଇଥିଲେ ଗୋଲାମୁଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ରମଣୀ ରଞ୍ଜନ…
Read More...

ପୋଖରୀରୁ ମିଳିଲା କନେଷ୍ଟବଳଙ୍କ ମୃତଦେହ

ହାଟଡିହି: କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ମରେଇଗାଁ ପଦ୍ମ ପୋଖରୀରୁ ଜଣେ କନେଷ୍ଟବଳଙ୍କର ମୃତଦେହ ଉଦ୍ଧାର ହୋଇଛି। ନନ୍ଦିପଦା ଥାନାର ଜଣେ କନେଷ୍ଟବଳ ପାଣିରେ ପଡ଼ି ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ କନେଷ୍ଟବଳ ହେଉଛନ୍ତି  ପ୍ରଦିପ ନାୟକ । ମୃତ କନେଷ୍ଟବଳଙ୍କ ଘର ହରିଚନ୍ଦନପୁର…
Read More...

ଟ୍ରେନ ଲାଇନ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ; ୨ ହାତୀ ମୃତ

ପରେଶ କୁମାର ସେଠୀ/ହରିଚନ୍ଦନପୁର:ଟ୍ରେନ ଧକ୍କାରେ ୨ଟି ହାତୀଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଟାଙ୍ଗିରିଆପାଳ ଶଗଡପଟା ରେଳ ଷ୍ଟେସନ ମଝିରେ ଟ୍ରେନ ଦୁର୍ଘଟଣାରେ ୨ଟି ମାଇ ହାତୀଙ୍କ ମୃତ ହୋଇଛି । ତେବେ ଟ୍ରେନ ଦୁର୍ଘଟଣାରେ ଶିକାର ହୋଇଥିବା ଗୁରୁତର ହୋଇଥିବା ହାତୀଙ୍କ ସଂଖ୍ୟା…
Read More...

ରାଜ୍ୟ କ୍ୟାବିନେଟର ୯ଟି ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ରାଜ୍ୟ କ୍ୟାବିନେଟର ୯ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଆରମ୍ଭ ହେଲା ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଆମ ଓଡିଶା, ନବୀନ ଓଡ଼ିଶା । ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋର ଲାଗିଛି । ପଞ୍ଚାୟକୁ ମିଳିବ ସ୍ୱତନ୍ତ୍ର ଅନୁଦାନ…
Read More...