କମନ ୱେଲଥ ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବରଙ୍କୁ ସ୍ୱର୍ଣ୍ଣ ପଦକ
ନୋଏଡା ଠାରେ ଅନୁଷ୍ଠିତ ହୋଇଥିଲା କମନ ୱେଲଥ ଗେମ । ଏହି ଗେମରେ ଓଡିଆ ଝିଅ ଜ୍ୟୋସ୍ନା ସାବର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ Snatch - ୫୨ କିଲୋଗ୍ରାମ, Clean ଏବଂ jerk - ୬୪ କିଲୋଗ୍ରାମ ଓ ମୋଟ ୧୧୬ କିଲେଗ୍ରାମ ଭାର ଉତ୍ତେଳନ କରିଥିିଲେ ।
Read More...
Read More...