Browsing Tag

SUDESNA JANA

ଯାତ୍ରୀ ନେବା ପାଇଁ ମିନି ବସକୁ ନଥିଲା ଅନୁମତି , ଯେଉଁ ରୁଟରେ ଗାଡି ଗଡୁଥିଲା ତାହା ଥିଲା ସମ୍ପୂର୍ଣ୍ଣ ବେଆଇନ

ଗଞ୍ଜାମ:ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ହୋଇଥିବା ମିନି ବସର ନଥିଲା ପରମିଟ ।୨୫ ବର୍ଷ ତଳର ପୁରୁଣା ଗାଡି ଗାଇଡଲାଇନ ଉଲ୍ଲଂଘନ କରି ବସ ଚଲାଉଥିଲା । ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡି…
Read More...

ଶ୍ରୀମନ୍ଦିରରେ ଅନଲାଇନ ପୂଜା ଠକେଇ ଘଟଣାରେ ଉତ୍ସବ ଆପ୍ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିରରେ ଅନଲାଇନ ପୂଜା ଠକେଇ ଘଟଣାରେ ଉତ୍ସବ ଆପ୍ ବିରୁଦ୍ଧରେ ସିଂହଦ୍ଵାର ଥାନାରେ ମାମଲା ରଜୁ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ ହୋଇଛି ମାମଲା । ଜୁଲାଇ ୩ତାରିଖରେ ସିଂହଦ୍ଵାର ଥାନାରେ ହାଜର ହେବାକୁ ଉତ୍ସବ ଆପ୍ ର ସିଇଓଙ୍କ ସମେତ…
Read More...

ବେଆଇନ ମାଙ୍କଡ଼ା ପଥର ଓ ୩ଟି ବାଲି ବୋଝେଇ ହାଇୱା ଥାନାରେ ଅଟକ ରଖିଛନ୍ତି ତହସିଲଦାର

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ଦର୍ପଣ ତହସିଲ ଅଧିନସ୍ଥ ପଶ୍ଚିମ ବଡ଼ଚଣା ଅଞ୍ଚଳ ଲଘୁଖଣିଜ ଲୁଟେରାଙ୍କ ଚରାଭୂଇଁ ପାଲଟିଛି । ଏହି ଚୋରା ଲଘୁ ଖଣିଜ ପରିବହନ ପ୍ରାକ୍ତନ ତହସିଲଦାର ପ୍ରଦୀପ କୁମାର ସେଠୀଙ୍କ ସମୟରେ ସମ୍ପୁର୍ଣ୍ଣ ରୂପେ ବନ୍ଦ ଥିଲାବେଳେ, ତାଙ୍କର ବଦଳି ପରେ ଦେଢ଼ବର୍ଷ…
Read More...

ଦିଗପହଣ୍ଡି ବସ ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଗଞ୍ଜାମ : ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଅନୁକମ୍ପା ସହାୟତା ଘୋଷଣା…
Read More...

ଆସିଲା କଙ୍ଗନାଙ୍କ ‘ଏମରଜେନ୍ସୀ’ର ଟିଜର

କଙ୍ଗନା ରାଣାୱତଙ୍କ ଅଭିନୀତ ‘ଏମରଜେନ୍ସୀ’ର ପ୍ରଥମ ଟିଜର ରିଲିଜ ହୋଇଛି । ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।ସେ ଏହି ଚଳଚ୍ଚିତ୍ରରେ ଅଭିନୟ କରିବା ସହ, ନିର୍ଦ୍ଦେଶକ ଭାବେ ଡେବ୍ୟୁ ମଧ୍ୟ କରିଛନ୍ତି।…
Read More...

ଜୋ-ବାଇଡେନ୍‌ ଏବଂ ଏଲନ୍‌ ମସ୍କଙ୍କ ଟ୍ଵିଟର ଏକାଉଣ୍ଟ ହ୍ୟାକ୍‌ 

ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ଓ ବିଶିଷ୍ଟ ବ୍ୟବସାୟୀ ତଥା ଟେସ୍ଲା ସିଇଓ ଏଲନ ମସ୍କଙ୍କ ଟ୍ଵିଟର ଆକାଉଣ୍ଟ ହେଲା ହ୍ୟାକ୍‌ । ହ୍ୟାକ୍‌ କରିଥିବା ଆମେରିକାର ଜଣେ ୨୪ ବର୍ଷ ବୟସର ହ୍ୟାକରକୁ ଏଥିପାଇ ଜେଲ ଯିବାକୁ ପଡିଛି । ଯୁବକ ଜଣକ ୨୦୨୦ ମସିହା ଜୁଲାଇ ମାସରେ ୧୩୦ ଜଣ ବିଶିଷ୍ଟ…
Read More...

ଚଟପଟା ‘ପନିର କର୍ଣ୍ଣ କଟଲେଟ’

ସଂନ୍ଧ୍ୟା ହେଲେ ମନରେ ଆସେ ଆଜି କିଛି କ’ଣ ନୂଆ ଖାଇବି । କାରଣ ସବୁଦିନ ଗୋଟେ ପ୍ରକାର ଖାଇବା ଖାଇ ଆମେ ହୋଇଯାଉ ବୋର । କିଛି ନୂଆ ଆଉ ଡିଫେରେଣ୍ଟ ଖାଇବାକୁ ଇଚ୍ଛା କରୁଥିଲେ ବନାନ୍ତୁ ଚଟପଟା ‘ପନିର  କର୍ଣ୍ଣ କଟଲେଟ’ । ଏହି ରେସିପିକୁ ଅତି ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ ।ଆସନ୍ତୁ…
Read More...

ଇଣ୍ଟରନ୍ୟାସନାଲ ଗାୟିକା ହେଲେ ନୋରା ଫତେଇ

ବଲିଉଡର ହଟ୍ ଅଭିନେତ୍ରୀ ତଥା ବେଲି ଡ୍ୟାନସର ନୋରା ଫତେଇ ହେଲେ ଗାୟିକା ।  ଡାନ୍ସ ହେଉ କିମ୍ବା ବୋଲ୍ଡ ଅନଦାଜଙ୍କୁ ନେଇ ଲାଇମଲାଇଟରେ ରୁହନ୍ତି । ନିକଟରେ ତାଙ୍କର ଗୀତ ଗାଇବାକୁ ନେଇ ସେ ଚର୍ଚ୍ଚରେ ଅଛନ୍ତି ।ନୋରା ତାଙ୍କ ନୂଆ ସୋଲ ସଙ୍ଗ SEXY IN MY DRESS ରିଲିଜ କରିଛନ୍ତି । ନୋରା ଏହି…
Read More...

ଓଜନ କମ କରିବା ପାଇଁ ସଂନ୍ଧ୍ୟାରେ ଖାହାନ୍ତୁ ଦହି

ଦହି ଏପରି ଏକ ଖାଦ୍ୟ ଯାହାକୁ ପିଲା ଠୁ ବୟସ୍କ ବ୍ୟକ୍ତି ସମସ୍ତେ ଖାଇବାକୁ ଆଗ୍ରହ କରନ୍ତି । ଗରମ ଦିନରେ ଲୋକ ଅଧିକ ଦହି ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଏହି ଦହି ଆପଣଙ୍କ ଶରୀରକୁ ଅନେକ ଲାଭ ଦେଇଥାଏ । ଦହିରେ ପ୍ରୋଟିନ, କ୍ୟାଲସିୟମ, ଫୋଲିକ ଏସିଡ, ଆୟରନ, ଭିଟାମିନ…
Read More...

ମା ବରାଳ ଯୁବ ପରିଷଦର ବାର୍ଷିକ ଉତ୍ସବ

ଫିରିଙ୍ଗିଆ : ମା ବରାଳି ଯୁବ ପରିଷଦ ବଟାବହାଲି ତରଫରୁ ବାର୍ଷିକ ଉତ୍ସବ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ କାର୍ୟ୍ୟକ୍ରମକୁ ମୁଖ୍ୟଅତିଥି ଭାବରେ ଫିରିଙ୍ଗିଆ ବ୍ଲକର ଉପଦକ୍ଷ ଅଜିତ୍ କୁମାର ସାହୁ ଯୋଗ ଦେଇ ଥିଲେ ।  ବରନ୍ଧାପୋଡ଼ା ସରପଞ୍ଚ ନିରାକାର ନାୟକ ଉପସ୍ଥିତ…
Read More...