Browsing Tag

sudesana jana

ଶୁଭମନ୍-ଇସାନ ପରସ୍ପରକୁ ଚାପୁଡା ମାରିଲେ ।

ଭାରତୀୟ କ୍ରିକେଟ ଟିମରେ ଶୁଭମନ ଗିଲ ଓ ଇସାନ କିଶାନ ଉଭୟ ଭଲ ଖେଳାଳୀ ଭାବେ ଫିଲ୍ଡରେ ପଡ଼ିଆରେ ସେମାନଙ୍କ ଭଲ ପରଫରର୍ମାନ୍ସ ଦେଖିବାକୁ ମିଳିଥାଏ ।ପଡିଆରେ ଉଭୟ ପ୍ରତିଯୋଗୀ ହୋଇଥିଲେ ମଧ୍ୟ ସେମାନେ ପରସ୍ପରର ଭଲ ବନ୍ଧୁ ।ଏମାନଙ୍କର ଏହି ବନ୍ଧୁତ୍ୱ ଖାଲି ଫିଲ୍ଡରେ ନୁହେଁ ବାହାରେ ମଧ୍ୟ ଦେଖିବାକୁ…
Read More...

ଟିମକୁ ଫେରିଲେ ଶର୍ଦ୍ଦୁଲ ଠାକୁର

ସୁସ୍ଥ ହୋଇ ଟିମକୁ ଫେରୁଛନ୍ତି ଷ୍ଟାର ଅଲରାଉଣ୍ଡର ଶର୍ଦ୍ଦୁଲ ଠାକୁର । କୋଲକତା ନାଇଟ ରାଇଡର୍ସ ପାଇଁ ଖୁସି ଖବର ।୧୬ ତାରିଖ ଆଇପିଏଲ ଆରମ୍ଭରୁ ଟିମରୁ ବାଦ୍ ପଡିଥିଲେ ଶର୍ଦ୍ଦୁଲ । ସଂପୂର୍ଣ୍ଣ ଭାବେ ଫିଟ ହୋଇ ଟିମକୁ ଫେରିଛନ୍ତି ଶାର୍ଦ୍ଦୁଳ । ଗୁଜରାଟ ଟାଇଟନ୍ସ ଏବଂ କେକେଆର ଖେଳାଯିବାକୁ ଥିବା…
Read More...

କଂଗ୍ରେସ ସଂଖ୍ୟାଲଘୁ ସେଲର କର୍ଯ୍ୟକାରୀ ବୈଠକ

କଟକ:କଟକ ଜିଲ୍ଲା ମାହାଙ୍ଗା ନିର୍ଵାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ମାହାଙ୍ଗା ସଂଖ୍ୟା ଲଘୁ ସେଲର ଏକ କାର୍ୟ୍ୟକାରିଣୀ ବୈଠକ ଓ ସାଧାରଣ ସଭା ନିଶ୍ଚିନ୍ତକୋଇଲି ବ୍ଲକ ଝାଡେଶ୍ୱରାପୁର ଗ୍ରାମପଂଚାୟତ ର କୁସୁମଣ୍ଡଳ ଗୋପୀନାଥପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଖ୍ୟା ଲଘୁ ସେଲ ର ସଭାପତି…
Read More...

ଲକ୍ଷ୍ନୌର ସର୍ବୋଚ୍ଚ ସ୍କୋର

ଗତକାଲି ବିନ୍ଦ୍ରା ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଲକ୍ଷ୍ନୌର  ସର୍ବୋଚ୍ଚ ସ୍କେର କରି ଜିତିଛି ।ମ୍ୟାଚ୍ରେ ଚୌକା, ଛକା ବର୍ଷା କରି ଲକ୍ଷ୍ନୌ ୨୫୭/୫ ସ୍କୋର କରିଥିଲା। ଲକ୍ଷ୍ନୌ ପାଳିରେ ୨୭ ଚୌକା ଓ ୧୪ ଛକା ସାମିଲ ଥିଲା।ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପଞ୍ଜାବ…
Read More...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ମାଣ୍ଡିଆ

ମଧ୍ୟାହ୍ନ ଭୋଜନରେ ଦିଆଯିବ ମାଣ୍ଡିଆ । ସ୍କୁଲରେ ପିଲାମାନଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇଦେବା ପାଇଁ ଏଭଳି କିଛି ଯୋଜନା ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର । ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ସ୍ୱାସ୍ଥ୍ୟକର ଓ ନିରାପଦ ମଧ୍ୟାହ୍ନ ଭୋଜନ ଯୋଗାଇଦେବା ଲକ୍ଷ୍ୟରେ ଭୁବନେଶ୍ୱର ମିଶନ ଶକ୍ତି…
Read More...

ଓଡିଶାର ୭ଟି ଜିଲ୍ଲାରେ ଏଫଏମ ଟ୍ରାନ୍ସମିଟଣ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୯୧ ଟି ସ୍ଥାନରେ ୧୦୦ ୱାଟର କ୍ଷମତା ବିଶିଷ୍ଟ ଲୋ ପାୱାର ଏଫଏମ ଟ୍ରାନ୍ସମିଟର କମିଶନ ଭାବରେ ଓଡିଶା ସାତୋଟି ଏଫଏମ ରେଡିଓ ଷ୍ଟେସନ ପାଇଛି।ଭୁବନେଶ୍ୱର ସାତୋଟି ସ୍ଥାନ ହେଉଛି କେନ୍ଦ୍ରାପଡା, ବରଗଡ, ନବରଙ୍ଗପୁର, କୋରାପୁଟ, ମାଲକାନଗିରି,…
Read More...

ଓକିଲ ସଂଘ ତରଫରୁ ମଧୁବାବୁ ଜୟନ୍ତୀ ପାଳନ

ରାଇରଙ୍ଗପୁର:ଆଜି ଯୋଗ ଜନ୍ମା ଉତ୍କଳ ଗୌରବ ତଥା ବାରିଷ୍ଟର ମଧୁସୂଦନ ଦାସଙ୍କ ଜୟନ୍ତୀ । ତାଙ୍କ ଜନ୍ମ ଦିବସକୁ ଓଡ଼ିଶାର ସମସ୍ତ ଓକିଲ ସମାଜ ଓକିଲ ଦିବସ ଭାବେ ମଧ୍ୟ ପାଳନ କରିଥାନ୍ତି ।ସେହି ମାହତ୍ମାଙ୍କ ଜନ୍ମ ଜୟନ୍ତୀ ରାଇରଙ୍ଗପୁର ଓକିଲ ସଂଘ ଆନୁକୂଲ୍ୟରେ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ…
Read More...

ମଧୁସୂଦନ ଦାସଙ୍କ ୧୭୫ ତମ ଜୟନ୍ତୀ ପାଳନ

ଅନୁଗୋଳ ସହରର ସ୍ତାନୀୟ ସଭା ଘର ଠାରେ ଆଜି ୧୭୫ ତମ ଜୟନ୍ତୀ ଓ ଆଇନୀଜୀବୀ ଦିବସ ସମାରୋହ ୨୦୨୩ ପାଳନ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନ୍ୟାୟ ମୃର୍ତ୍ତି ଶ୍ରୀଯୁକ୍ତ ଗୌରୀ ଶଙ୍କର ଶତପଥୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଗୋଳ ଜିଲ୍ଲା ଦୌରା ଜଜ ପ୍ରଣବ କୁମାର…
Read More...

ରେସଲରଙ୍କ ଉପରେ ବର୍ଷିଲେ ପିଟି ଉଷା

ଦିଲ୍ଲୀ:ଗତ କିଛି ଦିନ ହେଲା ଅଲମ୍ପିକ ସଂଘର କୁସ୍ତିଯେଦ୍ଧାମାନେ ଦିଲ୍ଲୀର ଜନତର ମନତରରେ ଧାରଣାରେ ବସିଛନ୍ତି । କୁସ୍ତିଯେଦ୍ଧା ଉପରେ ବର୍ଷିଛନ୍ତି ଆଇଓଏ ସଭାପତି ପ୍ରିତି ଉସା । କୁସ୍ତିଯୋଦ୍ଧାମାନେ ଆମ ପାଖକୁ ଆସିବା ପରିବର୍ତ୍ତେ ପୁଣି ଥରେ ରାସ୍ତାକୁ ବାହାରିବା ସେମାନଙ୍କର ବିଶୃଙ୍ଖଳିତ…
Read More...

ବ୍ୟାଟମିଣ୍ଟନ କ୍ୱାର୍ଟରରେ ପିଭି ସିନ୍ଧୁ

ଦୁବାଇ: ଦୁବାଇରେ ଚାଲିଥିବା ଏସିଆ ବ୍ୟାଟମିଣ୍ଟନ କ୍ୱାର୍ଟରଫାଇନାଲ୍ରେ ପହଞ୍ଚି ଛନ୍ତି ଭାରତୀୟ ତରକା । ପିଭି ସିନ୍ଧୁଙ୍କ ସହ ଏଚ୍ଏସ୍ ପ୍ରଣୟ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି ରେଡ୍ଡୀ ପ୍ରବେଶ…
Read More...